ସମ୍ପାଦକୀୟ

Editorial: ମହାନ ନା ବାମନ?

ଯେଉଁ ସମୟରେ ଭାରତ-‘ଇୟୁ’ ମଧ୍ୟରେ ଏଇ ଅବାଧ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇଛି, ସେଇ ସମୟ ମଧ୍ୟ ଗଭୀର ତାତ୍ପର୍ଯ୍ୟ ବହନ କରିଥାଏ। ଆମେରିକା ରାଷ୍ଟ୍ରପତିଙ୍କର ଟାରିଫ୍ ସ୍ବେଚ୍ଛାଚାର ଏବେ ସାରା ପୃଥିବୀକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଭାରତ ପ୍ରତି ତାହା ସର୍ବାଧିକ ଶତ୍ରୁତାମୂଳକ ହୋଇଛି।

ଯେଉଁ ସମୟରେ ଭାରତ-‘ଇୟୁ’ ମଧ୍ୟରେ ଏଇ ଅବାଧ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇଛି, ସେଇ ସମୟ ମଧ୍ୟ ଗଭୀର ତାତ୍ପର୍ଯ୍ୟ ବହନ କରିଥାଏ। ଆମେରିକା ରାଷ୍ଟ୍ରପତିଙ୍କର ଟାରିଫ୍ ସ୍ବେଚ୍ଛାଚାର ଏବେ ସାରା ପୃଥିବୀକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଭାରତ ପ୍ରତି ତାହା ସର୍ବାଧିକ ଶତ୍ରୁତାମୂଳକ ହୋଇଛି। ଏଇ ସମୟରେ ‘ଇୟୁ’ ସହିତ ଭାରତର ଅବାଧ ବାଣିଜ୍ୟ ରାଜିନାମା (‘ଏଫ୍‌ଟିଏ’) ସ୍ବାକ୍ଷରିତ ହେବା ଆମେରିକାର ରାଷ୍ଟ୍ରପତିଙ୍କୁ ଭୀଷଣ କ୍ରୋଧାନ୍ବିତ କରୁଥିବ।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button