ଓଡିଶାମହାନଗର

BMC: ବିଏମ୍‌ସି ଶୁଣିଲାନି, ଲୋକେ ସଫାକଲେ

ବିଏମ୍‌ସି ପୁଷ୍କରିଣୀ ଉନ୍ନତୀକରଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଏହା ଯେ ତୃଣମୂଳସ୍ତରର ଲକ୍ଷ୍ୟ ସାଧନ କରିପାରୁନି ଓ ଏହି ଟଙ୍କା ବାଟମାରଣାରେ ଯାଉଛି, ତାହାର ଉଦାହରଣ....

ଭୁବନେଶ୍ବର: ବିଏମ୍‌ସି ପୁଷ୍କରିଣୀ ଉନ୍ନତୀକରଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଏହା ଯେ ତୃଣମୂଳସ୍ତରର ଲକ୍ଷ୍ୟ ସାଧନ କରିପାରୁନି ଓ ଏହି ଟଙ୍କା ବାଟମାରଣାରେ ଯାଉଛି, ତାହାର  ଉଦାହରଣ ପାଲଟିଛି ପୁରୁଣା ଭୁବନେଶ୍ବରର ଐତିହ୍ୟ ନନ୍ଦକିଶୋର ପୁଷ୍କରିଣୀ। ଅଞ୍ଚଳବାସୀ ବାରମ୍ବାର ବିଏମ୍‌ସି କମିସନର ଚଞ୍ଚଳ ରାଣାଙ୍କୁ ଚିଠି ଲେଖି ପୁଷ୍କରିଣୀକୁ ସଫା କରିବାରେ ବିଫଳ ହେବା ପରେ ଶେଷରେ ନିଜସ୍ବ ଖର୍ଚ୍ଚରେ ଏହାକୁ ସଫା କରିଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button