ଓଡିଶାଜିଲ୍ଲା

ଜଙ୍ଗଲ ପାଖରେ ପଡିଛି ପୁଳା ପୁଳା ମେଡିସିନ୍, କିଏ ପକାଇଲା ଏତେ ଔଷଧ ?

ଜଙ୍ଗଲ ପାଖରେ ପଡିଛି ଗଦା ଗଦା ଔଷଧ ? କିଏ ପକାଇଲା ଏହି ମେଡିସିନ ?

ସୁନ୍ଦରଗଡ: ସାରା ବିଶ୍ୱକୁ ଘାରିଛି ଯୁଦ୍ଧ ସଂକଟ । ଗାଁଠୁ ସହର ସବୁଠି ଇଫେକ୍ଟ । ହାଟରୁ ହାଣ୍ଡିଶାଳରେ ପଡିଲାଣି ତାଲା । ଏମିତିକି ଅନେକ ସ୍ଥାନରେ ସଂକଟ ସ୍ଥିତି ଉପୁଜିଲାଣି । ସେପଟେ ଔଷଧ ଦାମ ବି ଆକାଶଛୁଆଁ ହେଲାଣି । ଆଗକୁ ବି ଦାମ ବହୁତ ବଢିବ ବୋଲି ସୂଚନା ମିଳିଲାଣି । ଏପରି ସ୍ଥିତିରେ ଜଙ୍ଗଲରେ ପଡିଛି ପୁଳା ପୁଳା ମେଡିସିନ୍ । ଯାହା ବଢାଇଛି ଚିନ୍ତା ।

​​​​​ଗଦା ଗଦା ଔଷଧ କିଏ ପକାଇଲା ଏହି ମେଡିସିନ?  କାହିଁକି ପକାଯାଉଛି ଏହି ଔଷଧ । ରୋଗୀ କି ନଦେଇ କାହିଁକି ପକାଜାଇଛି ଏହି ମେଡିସିନ । ସୁନ୍ଦରଗଡ ଟାଉନ ଥାନା ଅମ୍ବିଲି ପାଲି ପାଖରେ ରହିଥିବା ଜଙ୍ଗଲ ପାଖରେ ପଡିଛି ଏହି ମେଡିସିନ । କଫ୍ ସିରଫ୍ ସହ ରହିଛି ଅନେକ ଗୁଡିଏ ଗୁରତପୁନ ଔଷଧ । ମୁଖ୍ୟ ଚିକିତ୍ସାଳୟ ଓ ସରକାରୀ ମେଡିକାଲ କଲେଜରୁ ଦୁଇ କିଲୋମିଟର ଦୁରରେ ପଟିଛି ଏହି ମେଡିସିନ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button