ଦେଶ ବିଦେଶ

Assembly Election: କେରଳରେ ବିଜେପି ପାଇଁ ବଡ଼ ବିଜୟ; ଥିନ୍ଅନନ୍ତପୁରମରେ ୩ ଆସନରେ ଜିତିଲା

ନୂଆଦିଲ୍ଲୀ: ୨୦୨୬ କେରଳ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଛି। ରାଜ୍ୟରେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ର ବାଜିମାତ୍‌ ହୋଇଥିଲେ ମଧ୍ୟ ବିଜେପି ନେମୋମ, କଝାକୁଟ୍ଟମ ଏବଂ ଚାତନୁର ଆସନରେ ଜିତି ବଡ଼ ବିଜୟ ହାସଲ କରିଛି। ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଥିରୁଅନନ୍ତପୁରମରେ ଥିବା ନେମୋମ ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button