ଆଠମଲ୍ଲିକ: ଅନୁଗୁଳଜିଲ୍ଲାରଆଠମଲ୍ଲିକବ୍ଲକ୍ପାଇକସାହିରେଘଟିଥିବାଏକଦୁଃଖଦଘଟଣାରେସମଗ୍ରଅଞ୍ଚଳଶୋକାକୁଳହୋଇପଡ଼ିଛି।କରେଣ୍ଟଲାଗିଜଣେବୃଦ୍ଧଙ୍କମୃତ୍ୟୁଘଟିଥିବାବେଳେତାଙ୍କରନାତୁଣୀଗୁରୁତରଅବସ୍ଥାରେଚିକିତ୍ସିତହେଉଛନ୍ତି।ମୃତକହେଲେ୭୦ବର୍ଷୀୟରତ୍ନାକରସାହୁ।ସୂଚନାଅନୁସାରେ, ଆଜିସକାଳୁଘରେଲୁଗାଶୁଖାଉଥିବାବେଳେତାଙ୍କନାତୁଣୀ ତୁଳସୀସାହୁହଠାତ୍ସର୍ଭିସତାରସଂସ୍ପର୍ଶରେଆସିକରେଣ୍ଟଯୋଗୁଁ ଆଘାତ ଖାଇଥିଲେ।
ଡାକ୍ତରରତ୍ନାକରସାହୁଙ୍କୁମୃତଘୋଷଣାକରିଥିଲେ
ନାତୁଣୀଙ୍କୁବଞ୍ଚାଇବାପାଇଁଅଜାରତ୍ନାକରସାହୁତୁରନ୍ତଘଟଣାସ୍ଥଳକୁଧାଇଁଯାଇତାଙ୍କୁଭିଡ଼ିଆଣିବାକୁଚେଷ୍ଟା କରିଥିଲେ।କିନ୍ତୁଏହିଚେଷ୍ଟାସମୟରେସେନିଜେମଧ୍ୟବିଦ୍ୟୁତ୍କବଜାକୁଆସିଯାଇଥିଲେ।ଘଟଣାପରେପରିବାରଲୋକେଦୁହିଙ୍କୁତୁରନ୍ତଅନୁଗୁଳଜିଲ୍ଲାମୁଖ୍ୟଚିକିତ୍ସାଳୟକୁନେଇଯାଇଥିଲେ।ସେଠାରେଡାକ୍ତରରତ୍ନାକରସାହୁଙ୍କୁମୃତଘୋଷଣାକରିଥିଲେଏବଂତୁଳସୀସାହୁଙ୍କଅବସ୍ଥାଗୁରୁତରଥିବାରୁତାଙ୍କରଚିକିତ୍ସାଚାଲିଛି।ଏହିଦୁଃଖଦଘଟଣାପରେଗାଁରେଶୋକରଛାୟାଖେଳିଯାଇଛି।
ସୌଜନ୍ୟ ସମ୍ବାଦ

