ରାଜ୍ୟ

Anniversary: ବାବୁଲାଲ ଦୋଶୀ ଜୟନ୍ତୀ ପାଳିତ

କଳା ବିକାଶ କେନ୍ଦ୍ର, କଟକ ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନିରବ ଯୋଦ୍ଧା, ବିଶିଷ୍ଟ ସମାଜସେବୀ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ବାବୁଲାଲ ଦୋଶୀଙ୍କ ୧୦୮ତମ ଜୟନ୍ତୀ ପାଳିତ ହୋଇଛି। ସଭା ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କଳାକାରମାନଙ୍କ ଦ୍ୱାରା ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button