ଜିଲ୍ଲାରାଜ୍ୟ

Death: ରଥଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ଦୁଇ ଗୁରୁତର

ରଥଯାତ୍ରା ଚାଲିଥିବା ବେଳେ ଜୟପୁର ବ୍ଲକର ସିନ୍ଧିଗାଁରେ ଗୋଷ୍ଠୀ ସଂଘର୍ଷ। ଆକ୍ରମଣରେ ଅଭିନବ ଗାଦବାର ମୃତ ହୋଇଛି। ଟୁକୁନା ଗାଦବା ସମେତ ଦୁଇ ଗୁରୁତର ହୋଇଛନ୍ତି।ଗୁରୁତରଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଅଧିକ ଚିକିତ୍ସା ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଜୟପୁର: ରଥଯାତ୍ରା ଚାଲିଥିବା ବେଳେ ଜୟପୁର ବ୍ଲକର ସିନ୍ଧିଗାଁରେ ଗୋଷ୍ଠୀ ସଂଘର୍ଷ। ଆକ୍ରମଣରେ ଅଭିନବ ଗାଦବାରଙ୍କ ମୃତ୍ୟୁ ହୋଇଛି। ଟୁକୁନା ଗାଦବା ସମେତ ଦୁଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ପ୍ରଥମେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଅଧିକ ଚିକିତ୍ସା ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ବିଳମ୍ବିତ ରାତିରେ ପାଟିତୁଣ୍ଡ

ପୂର୍ବ ଶତ୍ରୁତାକୁ ନେଇ ବୁଧବାର ବିଳମ୍ବିତ ରାତିରେ ଗାଁର ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତେଜନା ପରେ ଗୋଟିଏ ଗୋଷ୍ଠୀର ବାପ ପୁଅ ୩ ଜଣ ଖଣ୍ଡା କାତି ନେଇ ଅପରପକ୍ଷ ଉପରେ ଅତର୍କିତ  ଆକ୍ରମଣ କରିଥିଲେ। ଜୟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button