ଦେଶ ବିଦେଶ

Judgement: ୪୫୪ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ରୋକ୍‌ ଲଗାଇଲେ ପଞ୍ଜାବ ହାଇକୋର୍ଟ

ପଞ୍ଜାବରେ ୪୫୪ ଜଣ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଜୁଲାଇ ୧୯ରେ ହୋଇଥିବା ପରୀକ୍ଷା‌କୁ ନେଇ ଠକେଇ ରୢାକେଟ୍‌ ବିବାଦ ଉପୁଜିବାପରେ ହାଇକୋର୍ଟ ଏହି ନିଯୁକ୍ତି ଉପରେ ରୋକ୍‌ ଲଗାଇଛନ୍ତି।

ନୂଆଦିଲ୍ଳୀ: ପଞ୍ଜାବରେ ୪୫୪ ଜଣ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଜୁଲାଇ ୧୯ରେ ହୋଇଥିବା ପରୀକ୍ଷା‌କୁ ନେଇ ଠକେଇ ରୢାକେଟ୍‌ ବିବାଦ ଉପୁଜିବାପରେ ହାଇକୋର୍ଟ ଏହି ନିଯୁକ୍ତି ଉପରେ ରୋକ୍‌ ଲଗାଇଛନ୍ତି। ଏଥିସହ ମାର୍କ ବଣ୍ଟନରେ ଅନିୟମିତତା ଅଭିଯୋଗରେ ୪୧ ଜଣ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଏବଂ ୪୪ ଜଣ କ୍ଲଷ୍ଟର କୋଅର୍ଡିନେଟର ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ କୋର୍ଟ ରୋକ୍‌ ଲଗାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button