ଦେଶ ବିଦେଶ
Chirag Paswan: ଆରକ୍ଷଣ ଦୟା ନୁହେଁ, ସାମ୍ବିଧାନିକ ଅଧିକାର: ଯନ୍ତର-ମନ୍ତର ଆନ୍ଦୋଳନ ମଧ୍ୟରେ ଚିରାଗ ପାସୱାନଙ୍କ ଦୃଢ଼ ମତ
ଦିଲ୍ଲୀର ଯନ୍ତର-ମନ୍ତରରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ଆରକ୍ଷଣ ସପକ୍ଷରେ ମତ ରଖିଛନ୍ତି। ଅଗଷ୍ଟ ୨୨ ତାରିଖରେ ପାଟନା ବିମାନବନ୍ଦରରେ ଦିଲ୍ଲୀ ଯିବା ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥା ହୋଇ ସେ କହିଛନ୍ତି ଯେ, କାହାର ଦାବି କିମ୍ବା ଆନ୍ଦୋଳନ ଯୋଗୁଁ ଆରକ୍ଷଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରାଯାଇପାରିବ ନାହିଁ।

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର-ମନ୍ତରରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କେନ୍ଦ୍ରମନ୍ତ୍ରୀତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ଆରକ୍ଷଣ ସପକ୍ଷରେ ମତ ରଖିଛନ୍ତି। ଅଗଷ୍ଟ ୨୨ ତାରିଖରେ ପାଟନା ବିମାନବନ୍ଦରରେ ଦିଲ୍ଲୀ ଯିବା ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥା ହୋଇ ସେ କହିଛନ୍ତି ଯେ, କାହାର ଦାବି କିମ୍ବା ଆନ୍ଦୋଳନ ଯୋଗୁଁ ଆରକ୍ଷଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରାଯାଇପାରିବ ନାହିଁ। ଏହା କାହାର ଦୟା ନୁହେଁ, ବରଂ ସମ୍ବିଧାନ ପ୍ରଦତ୍ତ ଅଧିକାର ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




