ରାଜ୍ୟ

No More: ପରଲୋକରେ ବିଶିଷ୍ଟ ସାହିତ୍ୟିକ ଗିରି ଦଣ୍ଡସେନା, ସୁନ୍ଦରଗଡ଼ରେ ଶୋକର ଛାୟା

ଓଡ଼ିଶା ସାହିତ୍ଯ ଏକାଡେମିର ପୂର୍ବତନ ଉପସଭାପତି, ଧୂରୀଣ ସାହିତ୍ଯିକ ଏବଂ ବହୁ ଚର୍ଚ୍ଚିତ 'ସୁନ୍ଦରଗଡ଼ ଇତିହାସ'ର ସ୍ରଷ୍ଟା ଗିରି ଦଣ୍ଡସେନା ଆଉ ନାହାନ୍ତି। ସେ ବହୁଦିନ ଧରି ଶଯ୍ଯାଶାୟୀ ହୋଇ ପଡ଼ିଥିଲେ।

ସୁନ୍ଦରଗଡ଼: ଓଡ଼ିଶା ସାହିତ୍ଯ ଏକାଡେମିର ପୂର୍ବତନ ଉପସଭାପତି, ଧୂରୀଣ ସାହିତ୍ଯିକ ଏବଂ ବହୁ ଚର୍ଚ୍ଚିତ ‘ସୁନ୍ଦରଗଡ଼ ଇତିହାସ’ରସ୍ରଷ୍ଟା ଗିରି ଦଣ୍ଡସେନା ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ବହୁଦିନ ଧରି  ଶଯ୍ଯାଶାୟୀ ହୋଇ ପଡ଼ିଥିଲେ। ୫ ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button