ଦେଶ ବିଦେଶ
Saurabh Das : ‘ସଂସଦ ଚଲୋ’ ପଦଯାତ୍ରାବେଳେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଉପରେ ଉତ୍କ୍ଷୀପ୍ତ ହୋଇଯାଇଥିଲେ: ଦୀପ୍କେ
କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ତଥା ସଂଯୋଜକ ଅଭିଜିତ୍ ଦୀପକେ ରବିବାର କହିଛନ୍ତି ଯେ, ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଜୁଲାଇ ୨୦ ତାରିଖରେ ‘ସଂସଦ ଚଲୋ’ ପଦଯାତ୍ରା ସମୟରେ ସେ ମୁଖପାତ୍ର ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଅନୁପସ୍ଥିତି ଯୋଗୁ ଅତ୍ୟଧିକ ଉତ୍କ୍ଷୀପ୍ତ ହୋଇଯାଇଥିଲେ।

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ତଥା ସଂଯୋଜକଅଭିଜିତ୍ ଦୀପକେ ରବିବାର କହିଛନ୍ତି ଯେ, ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଜୁଲାଇ ୨୦ ତାରିଖରେ ‘ସଂସଦ ଚଲୋ’ ପଦଯାତ୍ରା ସମୟରେ ସେ ମୁଖପାତ୍ର ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଅନୁପସ୍ଥିତି ଯୋଗୁ ଅତ୍ୟଧିକ ଉତ୍କ୍ଷୀପ୍ତ ହୋଇଯାଇଥିଲେ।
ସୌଜନ୍ୟ ସମ୍ବାଦ




