ଦେଶ ବିଦେଶ
Rahul Gandhi: କୋର୍ଟରେ ରାହୁଲଙ୍କ ବିରୋଧରେ ଟିପ୍ପଣୀ ରଖିଲେ ସବରକରଙ୍କ ଅଣନାତି
ଭାରତୀୟ ରାଜନେତା, ହିନ୍ଦୁତ୍ବବାଦୀ ବିଚାରକ ଏବଂ ଲେଖକ ଭିଡି ସବରକର କେବେ ବି ମୁସଲମାନଙ୍କୁ ଘୃଣା କରିନାହାନ୍ତି। ତାଙ୍କର ଲେଖା ମୁସଲମାନଙ୍କ ପ୍ରଗତି ପାଇଁ ବାଟ ଦେଖାଇଛି। କିନ୍ତୁ କଂଗ୍ରେସ ରାହୁଲ ଗାନ୍ଧୀ ତାଙ୍କୁ ‘ ମୁସଲମାନଙ୍କୁ ଅତ୍ୟଧିକ ଘୃଣା’ କରୁଥିବା...

ନୂଆଦିଲ୍ଲୀ: ଭାରତୀୟ ରାଜନେତା, ହିନ୍ଦୁତ୍ବବାଦୀ ବିଚାରକ ଏବଂ ଲେଖକ ଭିଡି ସବରକର କେବେ ବି ମୁସଲମାନଙ୍କୁ ଘୃଣା କରିନାହାନ୍ତି। ତାଙ୍କର ଲେଖା ମୁସଲମାନଙ୍କ ପ୍ରଗତି ପାଇଁ ବାଟ ଦେଖାଇଛି। କିନ୍ତୁ କଂଗ୍ରେସ ରାହୁଲ ଗାନ୍ଧୀ ତାଙ୍କୁ ‘ ମୁସଲମାନଙ୍କୁ ଅତ୍ୟଧିକ ଘୃଣା’ କରୁଥିବା ବ୍ୟକ୍ତି ଭାବେ ଦର୍ଶାଇଛନ୍ତି।
ସୌଜନ୍ୟ ସମ୍ବାଦ




