ଦେଶ ବିଦେଶ

Manipur violence: ୧୦ ଘର ଜାଳିବାର ଦିନକ ପରେ ଆଉ ୨୫ଟି ଘର ଜାଳିଦେଲେ

ମଣିପୁରରେ ଗତ କିଛି ଦିନ ଧରି ପୁଣି ହିଂସା ତେଜିବାରେ ଲାଗିଛି। ମଣିପୁରର କାଙ୍ଗପୋକ୍‌ପି ଜିଲ୍ଲାରେ ଗତକାଲି ଇମ୍ଫାଲ-ତାମେଙ୍ଗଲଙ୍କ ରୋଡ୍‌ ସଂଲଗ୍ନ ଏକ ଗ୍ରାମରେ ଦୁର୍ବୃତ୍ତମାନେ ୧୦ ଘର ଜାଳିଦେବାପରେ ଆଜି ପୁଣି ୨୫ଟି ଘର ଜାଳି ଦେଇଛନ୍ତି।

ଇମ୍ଫାଲ: ମଣିପୁରରେ ଗତ କିଛି ଦିନ ଧରି ପୁଣି ହିଂସା ତେଜିବାରେ ଲାଗିଛି। ମଣିପୁରର କାଙ୍ଗପୋକ୍‌ପି ଜିଲ୍ଲାରେ ଗତକାଲି ଇମ୍ଫାଲ-ତାମେଙ୍ଗଲଙ୍କ ରୋଡ୍‌ ସଂଲଗ୍ନ ଏକ ଗ୍ରାମରେ ଦୁର୍ବୃତ୍ତମାନେ ୧୦ ଘର ଜାଳିଦେବାପରେ ଆଜି ପୁଣି ୨୫ଟି ଘର ଜାଳି ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button