ଦେଶ ବିଦେଶ

SIR: ଝାଡ଼ଖଣ୍ଡ ଭୋଟର ତାଲିକାରେ ୩ ଆଫଗାନୀ ନାଗରିକଙ୍କ ନାଁ

ଝାଡ଼ଖଣ୍ଡରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ୩ ଜଣ ଆଫଗାନୀ ନାଗରିକଙ୍କ ନାଁ ଭୋଟର ତାଲିକାରେ ଥିବା ଜଣାପଡ଼ିଛି। ଘଟଣାଟି ଜାମସେଦପୁର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରେ ଦସ୍ତାବିଜ ଯାଞ୍ଚ ସମୟରେ ସାମ୍ନାକୁ...

ରାଞ୍ଚି: ଝାଡ଼ଖଣ୍ଡରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର) ପ୍ରକ୍ରିୟାରେ ୩ ଜଣ ଆଫଗାନୀ ନାଗରିକଙ୍କ ନାଁ ଭୋଟର ତାଲିକାରେ ଥିବା ଜଣାପଡ଼ିଛି। ଘଟଣାଟି ଜାମସେଦପୁର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରେ ଦସ୍ତାବିଜ ଯାଞ୍ଚ ସମୟରେ ସାମ୍ନାକୁ ଆସିଛି। ଏହି ୩ ଜଣ ହେଲେ ଅସିଲ ଖାନ୍‌, ମହମ୍ମଦ ଅସଲମ ଓ ମହମ୍ମଦ ଇବ୍ରାହିମ। ସେମାନଙ୍କ ନାଁ ମତଦାନ କେନ୍ଦ୍ର ନମ୍ବର ୨୮୬ର ତାଲିକାରେ ଯଥାକ୍ରମେ ୩୦, ୩୧ ଓ ୩୩ ନମ୍ବରରେ ରହିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button