ଦେଶ ବିଦେଶ
OpenAI: ଓପନଏଆଇକୁ ହ୍ୟାକ୍ କରିଥିଲେ ୩ ଭାରତୀୟ
ବିଶ୍ବର ଲୋକପ୍ରିୟ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଟୁଲ୍ ଚାଟ୍ଜିପିଟିର ନିର୍ମାତା ଓପନ୍ଏଆଇକୁ ତିନି ଜଣ ଭାରତୀୟ ବଂଶୋଦ୍ଭବ ଗତ ଜୁଲାଇରେ ହ୍ୟାକ୍ କରିଥିଲେ। ସେମାନେ ହେଉଛନ୍ତି ସାଇବର ନିରାପତ୍ତା ଗବେଷକ ହର୍ଷ ଜୟସ୍ବାଲ, ମୋହନ ପେଢ଼ାପତି ଓ ରାହୁଲ ମଇନି।

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଟୁଲ୍ ଚାଟ୍ଜିପିଟିର ନିର୍ମାତା ଓପନ୍ଏଆଇକୁ ତିନି ଜଣ ଭାରତୀୟ ବଂଶୋଦ୍ଭବ ଗତ ଜୁଲାଇରେ ହ୍ୟାକ୍ କରିଥିଲେ। ସେମାନେ ହେଉଛନ୍ତି ସାଇବର ନିରାପତ୍ତା ଗବେଷକ ହର୍ଷ ଜୟସ୍ବାଲ, ମୋହନ ପେଢ଼ାପତି ଓ ରାହୁଲ ମଇନି। ସେମାନେ ହାକାଥନ ଏଆଇ ନାମକ ଷ୍ଟାର୍ଟଅପ୍ରେ କାମ କରୁଛନ୍ତି। ଓପନଏଆଇର ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ଆନ୍ଥ୍ରୋପିକ୍ର ଏଆଇ ଟୁଲ୍ କ୍ଲାଉଡ୍କୁ ବ୍ୟବହାର କରି ସେମାନେ ଏହି ହ୍ୟାକ୍ କରିଥିଲେ।
ସୌଜନ୍ୟ ସମ୍ବାଦ




