ରାଜ୍ୟ

The Commissionerate Police: ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଲା କମିସନରରେଟ ପୁଲିସ

ପୁଲିସ ଅଧିକାରୀଙ୍କ ପାଇଁ କମିସନରେଟ ପୁଲିସର ନୂଆ ଗାଇଡ୍‌ଲାଇନ୍‌। ବର୍ଦିରେ ସୋସିଆଲ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ ମନା। ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ମୋବାଇଲ ବ୍ୟବହାର ଉପରେ କଟକଣା, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ବର: ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଲା କମିସନରରେଟ ପୁଲିସ। ବର୍ଦିରେ ରହି ସୋସିଆଲ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ କରିବା ମନା। ଠିକ୍ ସେହିପରି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ଫଟୋ, ଭିଡିଓ ଉତ୍ତୋଳନ କରିପାରିବେନି ପୁଲିସ ଅଧିକାରୀ। ଲୋକ ଭବନ, ଲୋକ ସେବା ଭବନ, ଲିଙ୍ଗରାଜ ମନ୍ଦିର ଭଳି ସ୍ଥାନରେ କଟକଣା ରହିଛି। ହାଇକୋର୍ଟ, ଆର୍‌ବିଆଇ ଭଳି ଅନ୍ୟ ସମ୍ବେଦନଶୀଳ ସ୍ଥାନ ପାଇଁ ବି ଏହି କଟକଣା ଲାଗୁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button