ଖେଳ
Asia Book of Records: ନି ଷ୍ଟ୍ରାଇକରେ ସଚିନଙ୍କ ଏସିଆ ରେକର୍ଡ
୩ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ସଚିନ ବେହେରା ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୦ ତାରିଖରେ ଭୁବନେଶ୍ବରସ୍ଥିତ ଓଭରଅଲ୍ ସ୍ପୋର୍ଟ୍ସ ଏକାଡେମିଡାରେ ୧ କେଜି ଆଙ୍କଲ ୱେଟ୍ ପିନ୍ଧି ଗୋଟିଏ ମିନିଟରେ ଗୋଟିଏ ଗୋଡ଼ରେ...

ଭୁବନେଶ୍ୱର: ୩ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ସଚିନ ବେହେରା ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୦ ତାରିଖରେ ଭୁବନେଶ୍ବରସ୍ଥିତ ଓଭରଅଲ୍ ସ୍ପୋର୍ଟ୍ସ ଏକାଡେମିଡାରେ ୧ କେଜି ଆଙ୍କଲ ୱେଟ୍ ପିନ୍ଧି ଗୋଟିଏ ମିନିଟରେ ଗୋଟିଏ ଗୋଡ଼ରେ ସର୍ବାଧିକ ୧୦୩ ଥର ଫୁଲ୍ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ କରିଥିଲେ।
ସୌଜନ୍ୟ ସମ୍ବାଦ




