Ketan Agrawal: ସାକ୍ଷୀଙ୍କୁ ଦୁର୍ଗରୁ ଠେଲି ହତ୍ୟା କରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ
ମହାରାଷ୍ଟ୍ରର ପୁଣେର ବହୁଚର୍ଚ୍ଚିତ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। କେତନଙ୍କୁ ଜୁନ୍ ୧୮ ତାରିଖରେ ଲୋହାଗଡ଼ ଦୁର୍ଗ ଉପରୁ ଧକ୍କା ଦେଇ ତାଙ୍କ ଭାବୀ ପତ୍ନୀ ଓ ତାଙ୍କ ପ୍ରେମିକ ହତ୍ୟା କରିଥିଲେ। ପ୍ରଥମେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦିଆଯାଇଥିଲା।

ପୁଣେ: ମହାରାଷ୍ଟ୍ରର ପୁଣେର ବହୁଚର୍ଚ୍ଚିତ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। କେତନଙ୍କୁ ଜୁନ୍ ୧୮ ତାରିଖରେ ଲୋହାଗଡ଼ ଦୁର୍ଗ ଉପରୁ ଧକ୍କା ଦେଇ ତାଙ୍କ ଭାବୀ ପତ୍ନୀ ଓ ତାଙ୍କ ପ୍ରେମିକ ହତ୍ୟା କରିଥିଲେ। ପ୍ରଥମେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେତନଙ୍କ ଭାବୀ ପତ୍ନୀ ସିଆ ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ଗିରଫ ହୋଇଥିଲେ। ଏହି ମାମଲାରେ ତୃତୀୟ ଅଭିଯୁକ୍ତ ଚେତନଙ୍କ ବନ୍ଧୁ ରିତେଶ ହାଙ୍ଗେଙ୍କୁ ଗିରଫ କରାଯାଇଛି।

ସୌଜନ୍ୟ ସମ୍ବାଦ