ଖେଳ
Cricket: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ୪ ବର୍ଷ ପରେ ଫେରିଲେ ଭୁବନେଶ୍ବର କୁମାର
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ପୁରୁଷ ଚୟନ କମିଟି ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଏବଂ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ଭାରତୀୟ ବରିଷ୍ଠ ଦଳରେ ଭୁବନେଶ୍ବର କୁମାର ସ୍ଥାନ ପାଇଛନ୍ତି। ୪ ବର୍ଷ ପରେ ସେ ଦଳକୁ ଫେରିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପୁରୁଷ ଚୟନ କମିଟି ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଏବଂ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ଭାରତୀୟ ବରିଷ୍ଠ ଦଳରେ ଭୁବନେଶ୍ବର କୁମାର ସ୍ଥାନ ପାଇଛନ୍ତି। ୪ ବର୍ଷ ପରେ ସେ ଦଳକୁ ଫେରିଛନ୍ତି।
ସୌଜନ୍ୟ ସମ୍ବାଦ




