ରାଜ୍ୟ

Judgement: ମେଟ୍ରୋ ଓ ଟ୍ରେନ୍‌ ଚଳାଚଳ କଟକଣା ନେଇ କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

ଦିଲ୍ଲୀରେ ପ୍ରତିବାଦ ପୂର୍ବରୁ ମେଟ୍ରୋ ଷ୍ଟେସନ୍‌ ବନ୍ଦ ଓ ଟ୍ରେନ୍‌ ଚଳାଚଳରେ କଟକଣା ଲଗାଯିବା ସମ୍ପର୍କିତ ମାମଲାର ଶୁଣାଣିକୁ ସୁପ୍ରିମ୍‌କୋର୍ଟ ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ ବିଚାରପତି...

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିବାଦ ପୂର୍ବରୁ ମେଟ୍ରୋ ଷ୍ଟେସନ୍‌ ବନ୍ଦ ଓ ଟ୍ରେନ୍‌ ଚଳାଚଳରେ କଟକଣା ଲଗାଯିବା ସମ୍ପର୍କିତ ମାମଲାର ଶୁଣାଣିକୁ ସୁପ୍ରିମ୍‌କୋର୍ଟ ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ ବିଚାରପତି ଜଷ୍ଟିସ୍‌ ଭି. ମୋହନା ଅସୁସ୍ଥ ଥିବାରୁ ଶୁଣାଣି ଘୁଞ୍ଚାଇବାକୁ ପଡ଼ିଛି। ଏଥିସହିତ ମେଟ୍ରୋ ଓ ରେଳ ସେବା ବନ୍ଦ ସମ୍ପର୍କରେ ଆବେଦନକାରୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ ଅଧିକ ସମୟ ଦିଆଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button