ଖେଳ
Cricket: ସିକେ ନାଇଡୁ ଟ୍ରଫି: ଓଡ଼ିଶା ୧୫୯ ରନ୍ରେ ଅଲଆଉଟ୍
ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ମ୍ୟାଚ୍ର ପ୍ରଥମ ପାଳିରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିହାରର ୨୦୭ ରନ୍ ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ମାତ୍ର ଗୋଟିଏ...

ବଲାଙ୍ଗୀର (ଅଂଜନ ପ୍ରଧାନ): ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ମ୍ୟାଚ୍ର ପ୍ରଥମ ପାଳିରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିହାରର ୨୦୭ ରନ୍ ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ମାତ୍ର ଗୋଟିଏ ୱିକେଟ୍ ହରାଇ ୬୬ ରନ୍ କରି ଏକପ୍ରକାର ଦୃଢ଼ ସ୍ଥିତିରେ ରହିଥିଲା।
ସୌଜନ୍ୟ ସମ୍ବାଦ




