ଖେଳ
Rohit Sharma ହିଟମ୍ୟାନ୍ ବ୍ୟାକ୍: IPL 2027 ରେ କ୍ୟାପ୍ଟେନ ଅବତାରରେ ଫେରିବେ ରୋହିତ !
ପାଞ୍ଚ ଥରର ଚାମ୍ପିୟନ୍ ଅଧିନାୟକଙ୍କ ଉପରେ ପୁଣି ଭରସା କରିବ କି ମୁମ୍ବାଇ ଇଣ୍ଡିଆନ୍ସ ? IPL 2027 ପୂର୍ବରୁ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

ମୁମ୍ୱାଇ: ପୁଣି କ୍ୟାପ୍ଟେନ ଭାବେ ଫିଲ୍ଡକୁ ଓହ୍ଲାଇପାରନ୍ତି ହିଟମ୍ୟାନ୍ । ରୋହିତଙ୍କ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର । ପାଞ୍ଚ ଥରର ଚାମ୍ପିୟନ୍ ଅଧିନାୟକଙ୍କ ଉପରେ ପୁଣି ଭରସା କରିବ କି ମୁମ୍ବାଇ ଇଣ୍ଡିଆନ୍ସ ? IPL 2027 ପୂର୍ବରୁ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ତେବେ ମୁମ୍ବାଇର ଏହି ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ପଛରେ କେତେ ସତ, ଆଉ କେତେ ଅନୁମାନ ? ଆସନ୍ତୁ ଜାଣିବା..
ସୌଜନ୍ୟ ସମ୍ବାଦ




