ବିଶେଷ

Makeup tips: ଗର୍‌ବା ପାଇଁ ମେକ୍‌ଅପ୍‌ ଟିପ୍‌ସ

ନବରାତ୍ରିରେ ପାରମ୍ପରିକ ପୋଷାକ ଓ ଅଳଙ୍କାର ପିନ୍ଧି ଗର୍‌ବା ନୃତ୍ୟର ମଜା ନେବା ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି। ତେବେ ଘଣ୍ଟା ଘଣ୍ଟା ନାଚିବା ବେଳେ ଝାଳ ଓ ଗରମ ଯୋଗୁଁ ସୁନ୍ଦର ମେକ୍‌ଅପ୍‌ ଖରାପ ହୋଇଯିବାର ଭୟ ଥାଏ।

ନବରାତ୍ରିରେ ପାରମ୍ପରିକ ପୋଷାକ ଓ ଅଳଙ୍କାର ପିନ୍ଧି ଗର୍‌ବା ନୃତ୍ୟର ମଜା ନେବା ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି। ତେବେ ଘଣ୍ଟା ଘଣ୍ଟା ନାଚିବା ବେଳେ ଝାଳ ଓ ଗରମ ଯୋଗୁଁ ସୁନ୍ଦର ମେକ୍‌ଅପ୍‌ ଖରାପ ହୋଇଯିବାର ଭୟ ଥାଏ। କିଛି ସହଜ ପ୍ରକ୍ରିୟା ଆପଣାଇ ସାରା ରାତି ମେକ୍‌ଅପ୍‌‌କୁ ତାଜା ଓ ସୁନ୍ଦର ରଖିପାରିବେ।

ସ୍କିନ୍ ପ୍ରିପାରେସନ୍ ଓ ପ୍ରାଇମର: ମେକ୍‌ଅପ୍‌ ଦୀର୍ଘସ୍ଥାୟୀ କରିବା ପାଇଁ ପ୍ରଥମେ ମୁହଁକୁ ଭଲଭାବେ ସଫା କରି ହାଲୁକା ମଏଶ୍ଚରାଇଜର୍ ଲଗାନ୍ତୁ। ଏହାପରେ ଆପଣଙ୍କ ତ୍ୱଚା (ତେଲିଆ କିମ୍ବା ଶୁଷ୍କ) ଅନୁସାରେ ଏକ ପ୍ରାଇମର ବ୍ୟବହାର କରନ୍ତୁ। ହାଲୁକା ଫାଉଣ୍ଡେସନ୍ ଓ ପାଉଡର୍: ଅଧିକ ଘନ ଫାଉଣ୍ଡେସନ୍ ବଦଳରେ ହାଲୁକା ଓ ଅଧିକ ସମୟ ରହୁଥିବା ଫାଉଣ୍ଡେସନ୍ ପ୍ରୟୋଗ କରନ୍ତୁ। ମୁହଁର ଯେଉଁ ସ୍ଥାନରେ ଝାଳ ଅଧିକ ବାହାରେ (ଯେପରିକି ଆଖି ତଳ, ନାକ ଓ କପାଳ), ସେଠାରେ ଟ୍ରାନ୍‌ସଲୁସେଣ୍ଟ କିମ୍ବା କମ୍ପାକ୍ଟ ପାଉଡର୍ ଲଗାନ୍ତୁ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button