ଦେଶ ବିଦେଶ

Mohsen Rezaei: ଇରାନରୁ ଏକ ଗ୍ରାମ ୟୁରାନିୟମ୍ ମଧ୍ୟ ବାହାରକୁ ପଠାଯିବ ନାହିଁ: ଟ୍ରମ୍ପଙ୍କ ମୁନିରଙ୍କୁ ମୋହସେନ ରେଜାଇଙ୍କ ରୋକଠୋକ୍ ଜବାବ୍

ଇରାନର ସୁରକ୍ଷା ମୁଖ୍ୟ ମୋହସେନ ରେଜାଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ତେହେରାନ ଦେଶରୁ ଗୋଟିଏ ଗ୍ରାମ ମଧ୍ୟ ୟୁରାନିୟମ ବାହାରକୁ ପଠାଇବ ନାହିଁ। ଇରାନର ସରକାରୀ ଟିଭି ଅନୁଯାୟୀ, ମୋହସେନ ରେଜାଇ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ଆଲୋଚନା...

ତେହେରାନ:ଇରାନର ସୁରକ୍ଷା ମୁଖ୍ୟ ମୋହସେନ ରେଜାଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ତେହେରାନ ଦେଶରୁ ଗୋଟିଏ ଗ୍ରାମ ମଧ୍ୟ ୟୁରାନିୟମ ବାହାରକୁ ପଠାଇବ ନାହିଁ। ଇରାନର ସରକାରୀ ଟିଭି ଅନୁଯାୟୀ, ମୋହସେନ ରେଜାଇ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ଆଲୋଚନା ସମୟରେ ଏଭଳି ରୋକଠୋକ୍ ବିବୃତି ଦେଇଛନ୍ତି। ପାକିସ୍ତାନୀ ସେନା ମୁଖ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ତେହେରାନରେ ପହଞ୍ଚିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button