ଦେଶ ବିଦେଶ

Campaign: ସଲୋନି ସୋରିଷ ତେଲର ନୂଆ ଅଭିଯାନ ‘ଗୟା‌ ତେଲ ଲେନେ’

ସଲୋନି ମଷ୍ଟାର୍ଡ ଅଏଲ୍‌ (ସୋରିଷ ତେଲ) ପକ୍ଷରୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ ତଥା ବଲିଉଡ୍‌ ତାରକା ରଣବୀର କପୁରଙ୍କୁ ନେଇ ନୂଆ ଅଭିଯାନ ‘ଗୟା ତେଲ୍‌ ଲେନେ’ ପ୍ରସ୍ତୁତ କରାଯାଇଛି। ଏଥିରେ ଏହି ପୁରୁଣା କଥାକୁ ଅତି ଚମତ୍କାର ଢଙ୍ଗ‌ରେ ଉପସ୍ଥାପନ କରାଯାଇଛି।

ଭୁବନେଶ୍ବର: ସଲୋନି ମଷ୍ଟାର୍ଡ ଅଏଲ୍‌ (ସୋରିଷ ତେଲ) ପକ୍ଷରୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ ତଥା ବଲିଉଡ୍‌ ତାରକା ରଣବୀର କପୁରଙ୍କୁ ନେଇ ନୂଆ ଅଭିଯାନ ‘ଗୟା ତେଲ୍‌ ଲେନେ’ ପ୍ରସ୍ତୁତ କରାଯାଇଛି। ଏଥିରେ ଏହି ପୁରୁଣା କଥାକୁ ଅତି ଚମତ୍କାର ଢଙ୍ଗ‌ରେ ଉପସ୍ଥାପନ କରାଯାଇଛି। ଲୋକମାନଙ୍କ ଦୈନନ୍ଦିନ ଜୀବନ ସହିତ ଏହାକୁ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି।

ଯଦି କେହି ତେଲ ଆଣିବାକୁ ଯାଉଛି, ତେବେ ସେ ସଲୋନି ସୋରିଷ ତେଲ ନେଇକି ଆସିବ ବୋଲି ଏଥି‌‌ରେ ପ୍ରଦର୍ଶିତ କରାଯାଇଛି। ଗୟା ତେଲ୍‌ ଲେନେ ଭଳି ଏକ ଚିରାଚରିତ କଥାକୁ ରଣବୀର ମଜାଦାର ଢଙ୍ଗରେ ସହଜ, ମନୋରଞ୍ଜନଧର୍ମୀ ଓ ସ୍ମରଣୀୟ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button