ଦେଶ ବିଦେଶ
Ladakh protest: ନିର୍ବାଚନ ବିରୋଧରେ ପୁଣି ଆନ୍ଦୋଳନ ଚେତାବନୀ ଦେଲେ ୱାଙ୍ଗଚୁକ୍
ଲଦାଖରେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ଲେହ ଓ କାର୍ଗିଲ୍ରେ ଆନ୍ଦୋଳନ, ଧାରଣା, ରାଲି ଓ ଅନ୍ୟ ସାମୂହିକ ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ଲଗାଇଛି ଲଦାଖ ପ୍ରଶାସନ। ଅନ୍ୟପକ୍ଷରେ, ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍ ନିର୍ବାଚନ ସମୟରେ ପୁଣି...

ନୂଆଦିଲ୍ଲୀ: ଲଦାଖରେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ଲେହ ଓ କାର୍ଗିଲ୍ରେ ଆନ୍ଦୋଳନ, ଧାରଣା, ରାଲି ଓ ଅନ୍ୟ ସାମୂହିକ ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ଲଗାଇଛି ଲଦାଖ ପ୍ରଶାସନ। ଅନ୍ୟପକ୍ଷରେ, ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍ ନିର୍ବାଚନ ସମୟରେ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ହସ୍ତକ୍ଷେପ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ସୌଜନ୍ୟ ସମ୍ବାଦ




