ମନୋରଞ୍ଜନ
33 kg of clothing, 1.8 kg crown: ୩୩ କିଲୋ ପୋଷାକ, ୧.୮ କିଲୋ ମୁକୁଟ
ପ୍ରଥମ ଥର ପାଇଁ ରାମଙ୍କ ଚରିତ୍ର ତୁଳନାରେ ରାବଣଙ୍କ ଚରିତ୍ରକୁ ଲୋକେ ଅଧିକ ଭଲପାଇବା ଦେଉଛନ୍ତି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମାୟଣ: ପାର୍ଟ-୧’ରେ ରାବଣ ଭୂମିକାରେ ଥିବା ଅଭିନେତା ୟଶ୍ଙ୍କ ରୂପ ଓ ଅଭିନୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ିବାରେ ସଫଳ ହୋଇଛି।

ପ୍ରଥମ ଥର ପାଇଁ ରାମଙ୍କ ଚରିତ୍ର ତୁଳନାରେ ରାବଣଙ୍କ ଚରିତ୍ରକୁ ଲୋକେ ଅଧିକ ଭଲପାଇବା ଦେଉଛନ୍ତି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମାୟଣ: ପାର୍ଟ-୧’ରେ ରାବଣ ଭୂମିକାରେ ଥିବା ଅଭିନେତା ୟଶ୍ଙ୍କ ରୂପ ଓ ଅଭିନୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ିବାରେ ସଫଳ ହୋଇଛି। ରାବଣ ଚରିତ୍ରକୁ ଜୀବନ୍ତ କରିବାରେ ୟଶ୍ଙ୍କ ପୋଷାକ ଓ ଅଳଙ୍କାରର ବେଶ୍ ଗୁରୁତ୍ୱ ରହିଛି।
ସୌଜନ୍ୟ ସମ୍ବାଦ




