ଦେଶ ବିଦେଶ

Nuclear: ଦୁଇ ପରମାଣୁ ପ୍ରତିଷ୍ଠାନ ମଝିରେ ଏକ ଭୂତଳ ଦୁର୍ଗ ନିର୍ମାଣ କରୁଛି ଇରାନ: ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଲା ସତ

ଆମେରିକା ସହିତ ଉତ୍ତେଜନା ମଧ୍ୟରେ କେନ୍ଦ୍ରୀୟ ଇରାନର ଏକ ପର୍ବତ ତଳେ ଭୂତଳ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ସମ୍ପର୍କରେ ୱାସିଂଟନ ସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ସାଇନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ସିକ୍ୟୁରିଟି ସୂଚନା ପ୍ରଦାନ କରିଛି। ନାଟାଞ୍ଜ ଏବଂ ଇସଫାହାନ...

ତେହେରାନ: ଆମେରିକା ସହିତ ଉତ୍ତେଜନା ମଧ୍ୟରେ କେନ୍ଦ୍ରୀୟ ଇରାନର ଏକ ପର୍ବତ ତଳେ ଭୂତଳ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ସମ୍ପର୍କରେ ୱାସିଂଟନ ସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ସାଇନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ସିକ୍ୟୁରିଟି ସୂଚନା ପ୍ରଦାନ କରିଛି। ନାଟାଞ୍ଜ ଏବଂ ଇସଫାହାନ ପରମାଣୁ ସ୍ଥଳ ମଝିରେ ଥିବା ବେହଜାତାବାଦରେ ଏହି ଭୂତଳ ଦୁର୍ଗ ନିର୍ମାଣ ଜୋରସୋରରେ ଜାରି ରହିଛି। ଏହା ନାଟାଞ୍ଜ ଏବଂ ଇସଫାହାନ ଉଭୟଠାରୁ ପ୍ରାୟ ୬୨ କିଲୋମିଟର ଦୂରରେ ଅବସ୍ଥିତ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button