ରାଜ୍ୟ

Accident: ଖାଲକୁ ଖସିଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ

ପାରାଦୀପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରାଦୀପ ଗଡ଼ ବଜାର ନିକଟରେ ପାଣିଖାଲକୁ ଖସିଲା କାର। କାରରେ ଥିବା ଦମ୍ପତି ମୃତ। ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ।

ପାରାଦୀପ: ପାରାଦୀପ ଗଡ଼ ବଜାର ନିକଟରେ ପାଣିଖାଲକୁ ଖସିଲା କାର। କାରରେ ଥିବା ଦମ୍ପତି ମୃତ। ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ। ପାରାଦ୍ଵୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରିଥିଲେ ବିଭୂତି। ଡିଭାଇଡରରେ ପିଟି ହୋଇ ଖାଲକୁ ଖସିଥିବା ସୂଚନା।

ପୁଲିସର ତଦନ୍ତ ଆରମ୍ଭ

ଘଟଣାସ୍ଥଳରେ ଲକ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button