ରାଜ୍ୟ

Accident: ଟ୍ରକ୍-କାର ମୁହାଁମୁହିଁ ଧକ୍କା; ୨ ଜଣଙ୍କର ମୃତ୍ୟୁ, ୫ ଆହତ

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଥାନା ଅଧୀନ କଲେଇପୋଷ କଟା ଠାରେ ଆଜି ଏକ ୧୬ ଚକିଆ ଟ୍ରକ୍‌ ଓ କାର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଥାନା ଅଧୀନ କଲେଇପୋଷ କଟା ଠାରେ ଆଜି ଏକ ୧୬ ଚକିଆ ଟ୍ରକ୍‌ ଓ କାର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତମାନେ ବରସୁଆଁ ଅଂଚଳର ହୋଇଥିବା ସୂଚନା ମିଳିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button