ରାଜ୍ୟ
Accident: ଦୁର୍ଗାପୂଜା ଦେଖି ଯିବା ବେଳେ ଅଟୋକୁ ଧକ୍କା ଦେଲା କଣ୍ଟେନର; ଶିଶୁ ମୃତ, ୪ ଗୁରୁତର
ଦୁର୍ଗାପୂଜା ଦେଖିବାକୁ ଯିବା ବେଳେ ଏକ ଯାତ୍ରୀବାହୀ ଅଟୋକୁ କୁଣ୍ଡା ବୋଝେଇ କଣ୍ଟେନର ଶକ୍ତ ଧକ୍କା ଦେଇଛି। ଏହି ଦୁର୍ଘଟଣରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା କାଲିମେଳା ଚେକ ପୋଷ୍ଟ ନିକଟରେ ଆଜି ରାତିରେ ଏହି ଦୁର୍ଘଟଣା ଘଟିଛି।

କାଲିମେଳା (ଦୁଃଶାସନ ମହାପାତ୍ର): ଦୁର୍ଗାପୂଜା ଦେଖିବାକୁ ଯିବା ବେଳେ ଏକ ଯାତ୍ରୀବାହୀ ଅଟୋକୁ କୁଣ୍ଡା ବୋଝେଇ କଣ୍ଟେନର ଶକ୍ତ ଧକ୍କା ଦେଇଛି। ଏହି ଦୁର୍ଘଟଣରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ମାଲକାନଗିରିଜିଲ୍ଲା କାଲିମେଳା ଚେକ ପୋଷ୍ଟ ନିକଟରେ ଆଜି ରାତିରେ ଏହି ଦୁର୍ଘଟଣା ଘଟିଛି।
ସୌଜନ୍ୟ ସମ୍ବାଦ




