ଓଡିଶାଜିଲ୍ଲା

ANM Burnt Dead: ନିଆଁରେ ଜଳି ମହିଳା ସ୍ବାସ୍ଥ୍ୟ କର୍ମୀ ଜୀବନ୍ତ ଦଗ୍ଧ, ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଗାଁ ଲୋକଙ୍କ ସନ୍ଦେହ

ନିଆଁରେ ଜଳିଗଲେ ମହିଳା। ନିଆଁରେ ଜୀବନ୍ତ ଜଳିଗଲେ ମହିଳା ସ୍ବାସ୍ଥ୍ୟ କର୍ମୀ। ଦେଓଗାଁ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ମହିଳା କର୍ମୀ ଜୀବନ୍ତ ଦଗ୍ଧ। ମୃତକା ହେଲେ ଜୟନ୍ତୀ ବାରିକ।

ଦେଓଗାଁ: ନିଆଁରେ ଜଳିଗଲେ ମହିଳା।ନିଆଁରେ ଜୀବନ୍ତ ଜଳିଗଲେ ମହିଳା ସ୍ବାସ୍ଥ୍ୟ କର୍ମୀ। ଦେଓଗାଁ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ମହିଳା କର୍ମୀ ଜୀବନ୍ତ ଦଗ୍ଧ। ମୃତକା ହେଲେ ଜୟନ୍ତୀ ବାରିକ। ନିଆଁରୁ ରକ୍ଷା ପାଇ ସାମାନ୍ଯ ଆହତ ହୋଇଛନ୍ତି ତାଙ୍କ ସ୍ବାମୀ। ଦେଓଗାଁ ଥାନା ରାମଚନ୍ଦ୍ରପୁର ଗାଁର ଘଟଣା।

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ। ନିଆଁରେ ଜଳି ମହିଳା ସ୍ବାସ୍ଥ୍ୟ କର୍ମୀ ଜୀବନ୍ତ ଦଗ୍ଧ। ତାଙ୍କ ସ୍ବାମୀ ଆହତ ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ପୁଲିସ ଫାଣ୍ଡିର ରାମଚନ୍ଦ୍ରପୁର ଗାଁରେ। ତେବେ ଏହି ଗାଁର ସ୍ବାସ୍ଥ୍ୟ ଉପକେନ୍ଦ୍ର ମହିଳା କର୍ମୀ ଜୟନ୍ତୀ ବାରିକ ନିଆଁରେ ଜଳି ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ୱାମୀ ଉପେନ୍ଦ୍ର କାଲସାଏ ସାମାନ୍ଯ ଆହତ ହୋଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button