-
ବୁମ୍ରା ପୁଣି ଏକ ନମ୍ବର
ଦୁବାଇ: ପର୍ଥ ଟେଷ୍ଟ୍ରେ ଧମାକାଦାର ପ୍ରଦର୍ଶନ କରି ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ତଥା କାମଚଳା ଅଧିନାୟକ ଯଶପ୍ରୀତ୍ ବୁମ୍ରା ଆଇସିସି ଟେଷ୍ଟ୍…
Read More » -
ଓଡ଼ିଶାରେ ଆଳୁ ଦର ପୁଣି ବଢ଼ିବା ଆଶଙ୍କା: ଆଳୁ ଗାଡ଼ିକୁ ଅଟକାଇଲେ ମମତା ସରକାର
ଜଳେଶ୍ୱର: ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି । ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି । ଲକ୍ଷ୍ମଣନାଥ ଟୋଲ୍ ଗେଟ୍ଠାରୁ…
Read More » -
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ: ‘ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଚିନ୍ତକ ହୁଅନ୍ତୁ’
ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟ ନିଜକୁ ସୁଦୃଢ଼ କରିପାରିଛି। ଏଠାରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନ ସ୍ତରରେ…
Read More » -
ରାଜଧାନୀରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ବାଲ୍ୟବିବାହ ମୁକ୍ତ…
Read More » -
ଉଛ୍ବାସର ରଙ୍ଗ ଉଦ୍ଘାଟିତ: ବାଦ୍ୟ, ନୃତ୍ୟରେ କମ୍ପିଲା ରବୀନ୍ଦ୍ର ମଣ୍ଡପ
ଭୁବନେଶ୍ବର: କେତେବେଳେ ଓଡ଼ିଶୀ ବୃନ୍ଦ ଗାୟନ ପ୍ରେକ୍ଷାଳୟକୁ ରସସିକ୍ତ କରୁଥିଲା ତ ଆଉ କେତେବେଳେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ। ପୁଣି ବୃନ୍ଦ ତବଲା ବାଦନ ସାଙ୍ଗକୁ ଓଡ଼ିଶୀ…
Read More » -
ଆସାମ ଯୁବକଙ୍କ ୫୦ ହଜାର ଫେରାଇଲା ଜିଆର୍ପି: ଭଉଣୀ ବାହାଘର ପାଇଁ ଝାଳବୁହାଇ ସଞ୍ଚିଥିଲେ
ଭୁବନେଶ୍ବର: ବିଶ୍ବାସ ଅଛି, ‘ଝାଳବୁହା ଧନ ହଜେନାହିଁ, ହଜିଲେ ବି ମିଳିଯାଏ।’ ଏହା ଆଜି ସତ ପ୍ରମାଣିତ ହୋଇଛି। ବେଙ୍ଗାଲୁରୁରୁ ଆସାମ ଫେରୁଥିବା ଜଣେ ଯୁବ ଶ୍ରମିକଙ୍କ…
Read More » -
ଟ୍ରାଫିକକୁ ଭୁଲିଗଲେ: ଆଜି ତ ଏମିତି, ଆଗକୁ କେମିତି?
ଭୁବନେଶ୍ବର: ରାଜଧାନୀରେ ଏକ ସାଙ୍ଗରେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଚାଲିଛି। ଗୋଟିଏ ପଟେ ବିଧାନସଭା ଓ ଅନ୍ୟପଟେ ଡିଜି ଓ ଆଇଜି ସମ୍ମିଳନୀର ପ୍ରସ୍ତୁତି। ତେଣୁ ଟ୍ରାଫିକ…
Read More » -
ଛିନ୍ତାଇ ବେଳେ ମହିଳାଙ୍କ ମୃତ୍ୟୁ ମାମଲା: ଧରାପଡ଼ିଲା ଝାରଖଣ୍ଡୀ ତଡ଼ିପାର୍ ବିଧାତା
ଭୁବନେଶ୍ବର: ଏୟାର୍ଫିଲ୍ଡ ଥାନା ଲବଣଗିରି ଛକରେ ଛିନ୍ତାଇ ବେଳେ ଘଟିଥିବା ମହିଳା ମୃତ୍ୟୁ ମାମଲାର ଅନ୍ୟତମ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେ ହେଲା…
Read More » -
ଚିନ୍ତା ବଢ଼ାଉଛି ଟ୍ରାଫିକ୍ ସମସ୍ୟା: ରଘୁନାଥପୁର ଓ ପଟିଆ କଲେଜ୍ ରୋଡ୍ ଦେଢ଼ଘଣ୍ଟା ଜାମ୍
ଚନ୍ଦ୍ରଶେଖରପୁର: ରାଜଧାନୀରେ ଟ୍ରାଫିକ୍ ଜାମ୍ ଏକ ପ୍ରମୁଖ ସମସ୍ୟା ପାଲଟିଛି। ବିଶେଷକରି ସନ୍ଧ୍ୟା ସମୟରେ ରାସ୍ତାରେ ଅସମ୍ଭାଳ ଭିଡ଼ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଜାତୀୟ ରାଜପଥ…
Read More » -
ଡିସେମ୍ବର ୨ ତାରିଖରୁ ଖୋଲିବ ଧାନମଣ୍ଡି: ଟୋକେନ୍ ନେଇ ଦ୍ବନ୍ଦ୍ବରେ ଚାଷୀ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ଜମିରୁ ଧାନ କାଟି ଖଳାରେ ରଖିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଚାଷୀ ଧାନକୁ ମଳିବା…
Read More »