ଜୀବନଚର୍ଯ୍ୟାମନୋରଞ୍ଜନ

Ayushman’s sleeping habits: ଆୟୁଷ୍ମାନଙ୍କ ନିଦ୍ରାଭ୍ୟାସ, ବିଶେଷଜ୍ଞଙ୍କ ଚେତାବନୀ

ଅଭିନେତା ଆୟୁଷ୍ମାନ ଖୁରାନା ନିକଟରେ ପ୍ରକାଶ କରିଥିଲେ ଯେ ସେ ରାତିରେ ଛଅ ଘଣ୍ଟାରୁ ଅଧିକ ଶୋଇପାରନ୍ତି ନାହିଁ। ଅନେକ ଭାରତୀୟ ତାଙ୍କ ପରି ୮ ଘଣ୍ଟାରୁ କମ୍‌ ସମୟ ଶୋଇବାରେ ଅଭ୍ୟସ୍ତ।

ଅଭିନେତା ଆୟୁଷ୍ମାନ ଖୁରାନା ନିକଟରେ ପ୍ରକାଶ କରିଥିଲେ ଯେ ସେ ରାତିରେ ଛଅ ଘଣ୍ଟାରୁ ଅଧିକ  ଶୋଇପାରନ୍ତି ନାହିଁ। ଅନେକ ଭାରତୀୟ ତାଙ୍କ ପରି ୮ ଘଣ୍ଟାରୁ କମ୍‌ ସମୟ ଶୋଇବାରେ ଅଭ୍ୟସ୍ତ। ତେବେ ଏପରି କମ୍‌ ସମୟ ଶୟନକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନିରବ ବିଷ ବୋଲି ଅଭିହିତ କରନ୍ତି କାରଣ ଏହା ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ତଥା ଜ୍ଞାନାତ୍ମକ ଦକ୍ଷତା ଉପରେ ଗଭୀର ଓ ବ୍ୟାପକ ନକାରାତ୍ମକ ପ୍ରଭାବ ପକାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button