ଦେଶ ବିଦେଶ
Beggar Experiment: କାଉଡ଼ିଆ ମେଳାରେ ଭିକାରୀ ସାଜିଲେ ୟୁଟ୍ୟୁବର୍: ୮ ଘଣ୍ଟାରେ ୪ ହଜାର ରୋଜଗାର
ରାସ୍ତାଘାଟରେ ଭିକ୍ଷା ମାଗୁଥିବା ଲୋକଙ୍କୁ ଦେଖି ସାଧାରଣତଃ ଅନେକଙ୍କ ମନରେ ସେମାନଙ୍କ ଆୟକୁ ନେଇ ବିଭିନ୍ନ ଧାରଣା ସୃଷ୍ଟି ହୁଏ। ତେବେ ଭିକ୍ଷା ମାଗିବା କେତେ କଷ୍ଟକର ଏବଂ ଏଥିରୁ କେତେ ଟଙ୍କା ମିଳିପାରେ, ତାହା ଜାଣିବା ପାଇଁ ଜଣେ ୟୁଟ୍ୟୁବର୍ ଏକ ଅନନ୍ୟ ପରୀକ୍ଷଣ କରିଛନ୍ତି।

ହରିଦ୍ୱାର: ରାସ୍ତାଘାଟରେ ଭିକ୍ଷା ମାଗୁଥିବା ଲୋକଙ୍କୁ ଦେଖି ସାଧାରଣତଃ ଅନେକଙ୍କ ମନରେ ସେମାନଙ୍କ ଆୟକୁ ନେଇ ବିଭିନ୍ନ ଧାରଣା ସୃଷ୍ଟି ହୁଏ। ତେବେ ଭିକ୍ଷା ମାଗିବା କେତେ କଷ୍ଟକର ଏବଂ ଏଥିରୁ କେତେ ଟଙ୍କା ମିଳିପାରେ, ତାହା ଜାଣିବା ପାଇଁ ଜଣେ ୟୁଟ୍ୟୁବର୍ ଏକ ଅନନ୍ୟ ପରୀକ୍ଷଣ କରିଛନ୍ତି। ସେ ଭିକାରୀ ବେଶରେ ହରିଦ୍ୱାରର କାଉଡ଼ିଆ ମେଳାରେ ପହଞ୍ଚି ଲୋକଙ୍କଠାରୁ ଭିକ୍ଷା ମାଗିଥିଲେ। ଏହି ସମୟରେ ତାଙ୍କର ଅନୁଭବ ଏବଂ ରୋଜଗାରକୁ ନେଇ ସେ ପ୍ରସ୍ତୁତ କରିଥିବା ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୌଜନ୍ୟ ସମ୍ବାଦ




