ରାଜ୍ୟ
-
Accident: କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍କୁ ଧକ୍କା ଦେଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର
କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୭ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ…
Read More » -
Rayagada: ରାୟଗଡ଼ାରେ ଇଣ୍ଡି ମେଣ୍ଟର ପରିବର୍ତ୍ତନ ରାଲି: ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ରଦ୍ଦ ଦାବି
ରାୟଗଡ଼ା: ଏମ୍ଏମ୍ଡିଆର୍ ସଂଶୋଧନ ଆଇନ-୨୦୨୬ ରଦ୍ଦ ଦାବିରେ ଇଣ୍ଡି ମେଣ୍ଟର ପ୍ରତିବାଦ ରାଲି ଓ ପରିବର୍ତ୍ତନ ସମାବେଶ ରାୟଗଡ଼ାରେ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର…
Read More » -
Hostel: ଦୁଃଖ ଜଣାଇବାକୁ ୯ କିମି ଚାଲିଲେ ହଷ୍ଟେଲ୍ ଅନ୍ତେବାସୀ: ବାଟରେ ଅଟକାଇଲେ ପୁଲିସ, ଅଧିକାରୀ
ଦେବକୁଣ୍ଡ/ଖୁଣ୍ଟା/କୁଆମରା: ୨ ମାସରୁ ଊର୍ଦ୍ଧ୍ବ ହେଲା ହଷ୍ଟେଲରେ କଲବଲ ହୋଇ ଚଳୁଛନ୍ତି ଅନ୍ତେବାସୀ। ପୋକରା ଚାଉଳର ଭାତ ମିଳୁଥିବା ବେଳେ ନାହିଁ ପିଇବା ପାଣିର ସୁବିଧା। ବିଜୁଳି…
Read More » -
Judgement: ସମୟରେ ସଂପତ୍ତି ବିବରଣୀ ପୋର୍ଟାଲରେ ଦାଖଲ କରି ନଥିବା ଶିକ୍ଷକଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି
କଟକ: ନିର୍ଦ୍ଧାରିତ ସମୟସୀମା ଭିତରେ ସଂପତ୍ତି ବିବରଣୀ ଅନ୍ଲାଇନରେ ଏଚଆରଏମଏସ ପୋର୍ଟାଲରେ ଦାଖଲ କରି ନଥିବା ତଥା ପଦୋନ୍ନତି ପାଇଁ ଯୋଗ୍ୟ ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ହାଇକୋର୍ଟରୁ…
Read More » -
Education: ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି
ଖୋର୍ଦ୍ଧା: ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ ରହିବା ନେଇ…
Read More » -
SJP leader Sourav Das: ଓଡ଼ିଶାରେ ସିଜେପି ନେତା ସୌରଭ ଦାସ: ସ୍କୁଲ ବୁଲିଲେ, ଆନ୍ଦୋଳନ ପାଇଁ ଡାକରା ଦେଲେ
ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି କକ୍ରୋଚ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ ଏବଂ କକ୍ରୋଚ ପାର୍ଟିର ସେକ୍ରେଟାରି ବାଲକ୍ରିଷ୍ଣ। ଆଜି ପୂର୍ବାହ୍ଣରେ ସେମାନେ ଭୁବନେଶ୍ବର…
Read More » -
Niranjan: ମାଳି ପର୍ବତ ବଞ୍ଚିଲେ ଓଡ଼ିଶା ବଞ୍ଚିବ: ନିରଞ୍ଜନ
ରାୟଗଡ଼ା: ଲକ୍ଷ୍ମଣ ନାୟକ ଅନ୍ୟାୟ ବରୋଧରେ ଲଢ଼ି ଫାଶୀଖୁଣ୍ଟରେ ଝୁଲିଥିଲେ। ଏବେ ସମୟ ଆସିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଦାୟାଦ ସାମ୍ନାକୁ ଆସି ସଂଗ୍ରାମ କରନ୍ତୁ ଓ…
Read More » -
Maa Biraja: ୨୨ ବର୍ଷ ଧରି ଅସମାହିତ ମା’ ବିରଜାଙ୍କ ମୂର୍ତ୍ତି ବଦଳ ରହସ୍ୟ: ୧୫ ଦିନ ମଧ୍ୟରେ ପ୍ରକାଶ ନକଲେ ହାଇକୋର୍ଟ ଯିବେ ଆବେଦନକାରୀ
ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମୂର୍ତ୍ତି ବଦଳ ଘଟଣାକୁ ୨୨ ବର୍ଷ ବିତିବାକୁ ବସିଥିବା ବେଳେ ଏହାର ତଦନ୍ତ ରିପୋର୍ଟ ଏଯାଏଁ ସାର୍ବଜନୀନ ହେଲାନାହିଁ।…
Read More » -
Email: କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିବା ଘଟଣା: ୬ମାସ ପରେ ବି ଟେର୍ ପାଇଲାନି ଓଡ଼ିଶା ସାଇବର ପୁଲିସ
ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ ସାଇବର ପୁଲିସର ଅପାରଗତା। ଓଡ଼ିଶାର ହାଇକୋର୍ଟଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ପ୍ରାୟ ୨୦ରୁ ଅଧିକ କୋର୍ଟକୁ ବୋମା ଧମକ ଘଟଣାରେ…
Read More » -
Maoist organizations: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଏକାଧିକ ମାଓବାଦୀ ସଂଗଠନ ନିଶ୍ଚିହ୍ନ: ପିଏଲ୍ଜିଏରୁ ଆରମ୍ଭ ହୋଇଥିବା ସଂଗଠନର ଯାତ୍ରା ଏବେ ଥମିଛି
ବିଶ୍ରା: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ମାଓବାଦୀ ସଂଗଠନ ଗୁଡ଼ିକର ପ୍ରଭାବ ଯଥେଷ୍ଟ ହ୍ରାସ ପାଇଛି। ଏହି ଲମ୍ବା ଲଢ଼େଇରେ ଦୁଇଟି ରାଜ୍ୟରେ ପ୍ରାୟ ୬୦୦ରୁ ଅଧିକ ସୁରକ୍ଷାକର୍ମୀ ଓ…
Read More »