Breaking
-
BJP: ବିଜେପିରେ ମିଶିଲେ ବହୁ ସମବାୟବିତ୍: ପ୍ରମୁଖ ସମବାୟ ସମିତିର ସଭାପତି, ନିର୍ଦ୍ଦେଶକ, ସଦସ୍ୟ ସାମିଲ ହେଲେ
ଭୁବନେଶ୍ୱର: ବିଜେପି ସରକାର ରାଜ୍ୟର ସମବାୟ ବ୍ୟବସ୍ଥାର କାୟାକଳ୍ପ ବଦଳାଇବାକୁ ଯୋଜନା କରୁଛି। ଏହି କ୍ରମରେ ଆଜି ରାଜ୍ୟର ବହୁ ବିଶିଷ୍ଟ ସମବାୟବିତ୍ ବିଜେପିରେ ମିଶିଛନ୍ତି। ବିଜେଡି ସରକାର ଅମଳରେ…
Read More » -
Paddy procurement: ଆଉ ସପ୍ତାହେ ବଢ଼ିଲା ଧାନକିଣା ଅବଧି; ଜଣେ ଚାଷୀଙ୍କ ଟୋକନ୍ ଲାପ୍ସ ଯିବନାହିଁ: ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାର ଖରିଫ ଧାନକିଣା ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି। ଗତକାଲି ମାର୍ଚ୍ଚ ୩୧ ତାରିଖରେ ଧାନକିଣା ଅବଧି ଶେଷ ହୋଇଥିଲା। ମାତ୍ର ଅନେକ ଚାଷୀଙ୍କ ଧାନକିଣା…
Read More » -
Odisha day: ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ‘ଆସନ୍ତା ୧୦ ବର୍ଷ ସଂକଳ୍ପର ଦଶକ’
ଭୁବନେଶ୍ବର: ୨୦୩୬ରେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ରାଜ୍ୟକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ।…
Read More » -
OPHWC: ବନ୍ଧା ହେଲେ ଓପିଏଚ୍ଡବ୍ଲୁସିର ଡେପୁଟି ମ୍ୟାନେଜର: ବାବୁଙ୍କ ପାଖରେ ୨୯ ପ୍ଲଟ୍, ଫ୍ଲାଟ୍, କେଜିଏରୁ ଅଧିକ ସୁନା
ଭୁବନେଶ୍ବର/ସମ୍ବଲପୁର: ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଓପିଏଚ୍ଡବ୍ଲ୍ୟୁସିର କୁବେର ପ୍ରୋଜେକ୍ଟ ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି। ଲାଞ୍ଚ ମାମଲାର ଖୋଳତାଡ଼…
Read More » -
Forest: ଏମ୍ଏସ୍ପି ଧାର୍ଯ୍ୟ କରି କାମ ସାରିଦେଲେ: ଶାଳମଞ୍ଜିର ମୂଲ ବି ମିଳୁନି
ତେଜସ୍କର ମହାପାତ୍ର ସମ୍ବଲପୁର: ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଅଧିବାସୀଙ୍କଠାରୁ ସରକାର ଲଘୁ ବନଜାତ ସାମଗ୍ରୀ କିଣିବେ। ଏଥିପାଇଁ ସେମାନଙ୍କୁ ଆଉ ଦଲାଲଙ୍କ ଶିକାର ହେବାକୁ ପଡ଼ିବନି।…
Read More » -
Book: ବିନା ବହିରେ ନୂଆ ଶିକ୍ଷାବର୍ଷ
ଭୁବନେଶ୍ବର: ରାତି ପାହିଲେ ନୂଆ ଶିକ୍ଷାବର୍ଷ। ନୂଆ ଶ୍ରେଣୀରେ ନୂତନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିବେ। ଏଥିପାଇଁ ସରକାରୀ ଓ ଘରୋଇ ବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରବେଶ ଉତ୍ସବଠାରୁ…
Read More » -
Cuttack politics: କଟକ ରାଜନୀତିରେ ହଲଚଲ: କଂଗ୍ରେସକୁ ମୋକିମ୍ ଧକ୍କା, ବିଜେଡିକୁ ପ୍ରଭାତ
କଟକ: ଏପ୍ରିଲର ପ୍ରଥମ ଦିନରେ ଆଜି କଟକ ରାଜନୀତିରେ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି। ଗୋଟିଏ ପଟେ କଟକରେ ଦୁଇଟି ମିଶ୍ରଣପର୍ବ ଆୟୋଜନ କରି ପୂର୍ବତନ ବିଧାୟକ ଇଂଜିନିୟର ମହମ୍ମଦ…
Read More » -
Assembly: ଛଳନାର ଭାଷା ଲୋକ ବୁଝିଗଲେଣି: ୨୨ ଦିନରୁ ୧୬ ଦିନ ଅଚଳାବସ୍ଥାରେ କଟିଗଲା
ଚୌଧୁରୀ ଅମିତାଭ ଦାସ ଭୁବନେଶ୍ବର: ‘ବିରୋଧୀ ଦଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଗୃହ ଚାଲୁ ନଥିବାରୁ ଲୋକଙ୍କ ସମସ୍ୟା ପ୍ରସଙ୍ଗ ଉଠିପାରୁନି। ଅଧିବେଶନ ପାଇଁ…
Read More » -
Under-15 Archery: ଦୁର୍ଗାଦତ୍ତ-ସଞ୍ଜଳିଙ୍କୁ କାଂସ୍ୟ
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ଜାତୀୟ ୧୫ବର୍ଷରୁ କମ୍ ତୀରନ୍ଦାଜି ପ୍ରତିଯୋଗିତାର ଇଣ୍ଡିଆନ୍ ରାଉଣ୍ଡ୍ ଇଭେଣ୍ଟ୍ର ଦଳଗତ ମିଶ୍ରିତ ବର୍ଗରେ ଓଡ଼ିଶାର ଦୁର୍ଗାଦତ୍ତ ମେହେର ଓ ସଞ୍ଜଳୀ…
Read More » -
Border Tension: ଓଡ଼ିଆଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର, ପକ୍କା ରାସ୍ତା ନିର୍ମାଣକୁ ବନ୍ଦ କଲା ରାୟଗଡ଼ା ପ୍ରଶାସନ, ସୀମାନ୍ତ ଗାଁରେ ଅସନ୍ତୋଷ
ରାୟଗଡ଼ା ୨।୪: ଓଡ଼ିଶା ସୀମାରେ ଅନାଧିକାର ଭାବେ ପ୍ରବେଶ କରୁଛି ଆନ୍ଧ୍ର ପ୍ରଶାସନ । ସୀମାରେ ରହୁଥିବା ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରୁଛି । ଆନ୍ଧ୍ର ସରକାରଙ୍କ ଯୋଜନାକୁ…
Read More »