Breaking
-
-
Strike for Gas: ରନ୍ଧନ ଗ୍ୟାସ ପାଇଁ ରାସ୍ତାରୋକ୍
ସୁନ୍ଦରଗଡ: ରନ୍ଧନ ଗ୍ୟାସ ପାଇଁ ରାସ୍ତାରୋକ୍। ସୁନ୍ଦରଗଡ ସହରରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ସୁନ୍ଦରଗଡ ସହର ବାଇପାସ୍ ରାସ୍ତାରେ ଥିବା ଇଣ୍ଡେନ ଗ୍ୟାସ ଗୋଦାମ…
Read More » -
Police Flagmarch: ଏଥିପାଇଁ ଭଦ୍ରକ ସହରରେ ହେଲା ପୁଲିସର ଫ୍ଲାଗ ମାର୍ଚ୍ଚ
ଭଦ୍ରକ: ଭଦ୍ରକରେ ଆଜି ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ବିଶାଳ କଳସ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ମହାଯଜ୍ଞରେ ଯେଭଳି…
Read More » -
Jala Jeevan Mission 2.0: ଜଳ ଜୀବନ ମିସନ୍ ୨.୦ ପାଇଁ ବୁଝାମଣା
ଭୁବନେଶ୍ବର: ଓଡିଶାରେ ଜଳ ଜୀବନ ମିସନ୍ ୨.୦ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଭାସୀ…
Read More » -
Ratna bhandara: ଆଜିଠୁ ରତ୍ନଭଣ୍ଡାର ଗଣତିମଣତି: ଗଣତି ବେଳେ କେବଳ ବାହାର କାଠରୁ ଦର୍ଶନ
ପୁରୀ: ଆସନ୍ତାକାଲିଠାରୁ ରତ୍ନଭଣ୍ଡାରର ଗଣତିମଣତି। ଏଥି ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯିବ। ଆସନ୍ତାକାଲି ମଧ୍ୟାହ୍ନ…
Read More » -
Lopamudra Mohanty: ଶରୀର ଦାନ କରିିବେ ସମାଜସେବୀ ଲୋପାମୁଦ୍ରା ମହାନ୍ତି
ଭୁବନେଶ୍ୱର: ରକ୍ତଦାନ ପରେ ଅଙ୍ଗଦାନକୁ ସବୁଠାରୁ ବଡ଼ ଦାନ ଭାବରେ ବିବେଚନା କରାଯାଏ। ଏହି କ୍ରମରେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତି ଅଙ୍ଗଦାନ ଭଳି…
Read More » -
Health Minister: ଷଷ୍ଠ ଦିନରେ ଅଚଳାବସ୍ଥା: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର୍ଦାର
ଭୁବନେଶ୍ବର: ବିରୋଧୀ ନଛୋଡ଼ ବନ୍ଧା। ସିଧା ଗୋଟିଏ ଦାବି, ଏସ୍ସିବି ନିଆଁ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ହଟିବା ଦରକାର। ସେ ଇସ୍ତଫା ଦିଅନ୍ତୁ ନଚେତ ତାଙ୍କୁ ବରଖାସ୍ତ…
Read More » -
Naxal: ମାଓନେତା ଶୁକୁରୁର ଆତ୍ମସମର୍ପଣ: ମୁଣ୍ଡ ପାଇଁ ଥିଲା ୫୫ ଲକ୍ଷ ଟଙ୍କା ପୁରସ୍କାର, କନ୍ଧମାଳ ଜଙ୍ଗଲରେ ଏବେ ବି ଅଛନ୍ତି ୧୦ ମାଓବାଦୀ
ଫୁଲବାଣୀ: କେକେବିଏନ୍ ମାଓ ଡିଭିଜନ୍ର ରାଜ୍ୟ କମିଟି ସଦସ୍ୟ ତଥା ଟପ୍ ମାଓନେତା ଶୁକୁରୁ ଆଜି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଶୁକୁରୁ ସହ ଆଉ ୩ ଜଣ…
Read More » -
Electricity rate: ବିଦ୍ୟୁତ୍ ଦର ଅପରିବର୍ତ୍ତିତ: ସଂଯୋଗ ବିଚ୍ଛିନ୍ନ ହୋଇଥିଲେ ଫେରିପାଇବେ ସିକ୍ୟୁରିଟି ଜମା
ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ବଢ଼ିବ ନାହିଁ। ଅର୍ଥାତ୍ ଦର ଅପରିବର୍ତ୍ତିତ ରହିବ। ସିଧା ସିଧା କହିଲେ, ସାଧାରଣ ଉପଭୋକ୍ତାଙ୍କ…
Read More » -
Loknath Road: ପେଜନଳାରୁ ଲୋକନାଥ ରୋଡ୍: ମାଟିତଳେ ଏକାଭଳି ୧୨୬ କୋଠା, ‘ଟି’ ଆକୃତିର ନିର୍ମାଣ ରହିଛି
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଜିପିଆର୍ (ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍) ସର୍ଭେ ରିପୋର୍ଟ ମାଟିତଳେ ଥିବା ରହସ୍ୟକୁ ପଦାରେ ପକାଇ ଦେଇଛି। ସର୍ଭେ ରିପୋର୍ଟ ଏବେ ସେତେବେଳର…
Read More »