Breaking
-
Pediatric doctor: ଶିଶୁଭବନ ଡାକ୍ତରଙ୍କ ବିରଳ ସଫଳତା: ଅସ୍ତ୍ରୋପଚାର ବିନା ଶ୍ବାସନଳୀରୁ ବାହାରିଲା ଚକୋଲେଟ୍ ଜରି
କଟକ: ପଶ୍ଚିମବଙ୍ଗରୁ ଶିଶୁଭବନକୁ ଆସିଥିବା ଜଣେ ଶିଶୁକନ୍ୟାର ଶ୍ବାସନଳୀରୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଚକୋଲେଟ୍ ଜରି କଢ଼ାଯାଇଛି। ଏକ ମାସ ଧରି ଶ୍ବାସନଳୀରେ ଫସିରହିଥିବା ଏହି ଜରି ପଶ୍ଚିମବଙ୍ଗରେ…
Read More » -
liquor bar: ମଦ ବାର୍ ବିରୋଧରେ ତାତିଲେ, ଆକ୍ରୋଶରେ ନିଆଁ ଲଗାଇଦେଲେ
ଯାଜପୁର/ଚଢ଼େଇଧରା: ରବିବାର ରାତିରେ ଜେନାପୁର ଥାନା ବାଟିଯୋଡ଼ାସ୍ଥିତ ‘ନାୟକ ବାର୍ ଆଣ୍ଡ୍ ରେସ୍ତୋରାଁ’ରେ ଲୋକମାନେ ଭଙ୍ଗାରୁଜା ସହ ବାର୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ସେହି ପରିସରରେ ଥିବା ଗାଡ଼ିଗୁଡ଼ିକୁ…
Read More » -
Angul-Athgarh road: ବଦଳିବ ଅନୁଗୁଳ-ଆଠଗଡ଼ ରାସ୍ତା ଚେହେରା: ରାସୋଳ, ଭାପୁର ଓ ଆଠଗଡ଼ରେ ହେବ ବାଇପାସ୍
ଅନୁଗୁଳ: ଅନୁଗୁଳରୁ ଆଠଗଡ଼ ଦେଇ କୃଷ୍ଣଶ୍ୟାମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୬୫୫ର ପ୍ରଶସ୍ତୀକରଣ କରାଯିବ। ଏହାକୁ ସରକାରଙ୍କ ଅନୁମୋଦନ ମିଳିବା ପରେ ଡିପିଆର୍ ପ୍ରସ୍ତୁତ ହୋଇଛି। ପ୍ରାୟ ୮୫କିମିର…
Read More » -
Lunar eclipse today: ଚନ୍ଦ୍ରଗ୍ରହଣ ଆଜି: ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ
ଭୁବନେଶ୍ବର: ମଙ୍ଗଳବାର ଦୋଳପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି। ଏହା ଓଡ଼ିଶା ତଥା ଭାରତକୁ ଆଂଶିକ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଆରମ୍ଭ ଦିବା ୩ଟା…
Read More » -
Student: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଶିକ୍ଷକମାନଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ
ବାସୁଦେବପୁର: ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗକୁ ନେଇ ତାତିଛନ୍ତି ଗ୍ରାମବାସୀ। ଉତ୍ତ୍ୟକ୍ତ ଲୋକେ ସ୍କୁଲ୍ର ସମସ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ କାର୍ଯ୍ୟାନୁଷ୍ଠାନ…
Read More » -
Odia Panji Predictions: ପାଞ୍ଜିରେ ଭବିଷ୍ୟବାଣୀ: ପ୍ରାକୃତିକ ବିପର୍ଯ୍ୟୟ ଭୟ, ଦରଦାମ୍ ବଢ଼ିବ, ଖାଦ୍ୟଶସ୍ୟ ଉତ୍ପାଦନ କମିବ
ଭୁବନେଶ୍ବର: ଓଡ଼ିଶାରେ ରାଜନୈତିକ ସ୍ଥିରତା ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, କ୍ରୀଡ଼ା ପରି କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ହେବ। ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇପାରେ। ଓଡ଼ିଶାର ବିକାଶ ଧାରା ଆଗକୁ ବଢ଼ିବାକୁ…
Read More » -
Exam: ମାଟ୍ରିକ୍ ପରୀକ୍ଷା ଶେଷ: ମେ ପ୍ରଥମ ସପ୍ତାହରେ ପରୀକ୍ଷାଫଳ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଫେବ୍ରୁଆରି ୧୯ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜି ଶେଷ ହୋଇଛି।…
Read More » -
Congress: କଂଗ୍ରେସକୁ ରାଜ୍ୟସଭା ଅଡୁଆ: ବିଧାୟକ ଦଳ ବୈଠକକୁ ଆସିଲେନି ରମେଶ, ସୋଫିଆ
ଭୁବନେଶ୍ବର: ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଲଢ଼େଇ ରୋଚକ ହେବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ…
Read More » -
Kerala Simbox: ରାଜଧାନୀରେ କେରଳୀ ସିମ୍ବକ୍ସ ରୢାକେଟ୍: ବିଦେଶକୁ ତଥ୍ୟ ଦେଉଥିଲେ ବିଟେକ୍ ଡ୍ରପ୍ଆଉଟ୍
ଭୁବନେଶ୍ବର: କେରଳର ଦୁଇ ବିଟେକ୍ ଡ୍ରପ୍ଆଉଟ୍ ଛାତ୍ର, ଭୁବନେଶ୍ବରରେ ରହି ପ୍ରାୟ ୬ ମାସ ହେଲା ଗୁଇନ୍ଦା ତଥ୍ୟ ବିଦେଶକୁ ପଠାଉଥିଲେ। ଚନ୍ଦ୍ରଶେଖରପୁର ଥାନା ଇନ୍ଫୋସିଟିରୋଡ୍ରେ ଛାତ୍ର ବୋଲି…
Read More » -
Murder: ଛେଳି ଚୋରି ଅଭିଯୋଗ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ହତ୍ୟା, ଜଣେ ଗୁରୁତର ବାରିପଦା ଡାକ୍ତରଖାନାରେ ଭର୍ତ୍ତି
ରାଇରଙ୍ଗପୁର/ତିରିଂ/ବହଳଦା: ଛେଳି ଚୋରି ଅଭିଯୋଗରେ ଜଣେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଟ୍ରିକ୍ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ମୟୂରଭଞ୍ଜଜିଲ୍ଲା ତିରିଂ…
Read More »