ଦେଶ ବିଦେଶ
-
First Captain ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶତକ ଅର୍ଜନ କରିବାରେ ପ୍ରଥମ ଅଧିନାୟକ ହେଲେ ବ୍ରୁକ୍
ପାଲେକେଲ୍: ଅଧିନାୟକହ୍ୟାରି ବ୍ରୁକ୍ଙ୍କ ଶତକ ବଳରେ ପାକିସ୍ତାନକୁ ହରାଇ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିରେ ପ୍ରବେଶ କରିଛି ଇଂଲଣ୍ଡ। ଏହି ଶତକୀୟ ପାଳି ସହ ଇତିହାସ ସୃଷ୍ଟି କରିଛନ୍ତି ବ୍ରୁକ୍।…
Read More » -
Statement Trump ଏହା ଆମେରିକାର ସୁବର୍ଣ୍ଣ ଯୁଗ, ଆମକୁ ଧମକ ଦିଆଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକୋଚ କରିବି ନାହି: ଟ୍ରମ୍ପ
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ଡୋନାଲ୍ଡ ଟ୍ରମ୍ପ ଆମେରିକା କଂଗ୍ରେସକୁ ସମ୍ବୋଧିତ କରି ଜାନୁଆରି ୨୦୨୫ରେ ଆରମ୍ଭ ହୋଇଥିବା ତାଙ୍କର ଦ୍ୱିତୀୟ…
Read More » -
West Bengal SIR: ପଶ୍ଚିମବଙ୍ଗ ଏସ୍ଆଇଆର୍ରେ ୮୦ ଲକ୍ଷ ଅଭିଯୋଗ: ଓଡ଼ିଶା, ଝାଡ଼ଖଣ୍ଡର ସହଯୋଗ ନିଅ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ସମୟରେ ଆସିଥିବା ପ୍ରାୟ ୮୦ ଲକ୍ଷ ଦାବି ଓ ଆପତ୍ତିର ସମାଧାନ ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଏକ…
Read More » -
Health: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା: ଡ଼ଃ ସଂଘମିତ୍ରା ପତି
ଭୁବନେଶ୍ୱର: ପିଆଇବି ତତ୍ତ୍ୱାବଧାନରେ ମଧ୍ୟପ୍ରଦେଶରୁ ଆସିଥିବା ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ଆଜି ଭୁବନେଶ୍ୱରସ୍ଥିତ ଆଇସିଏମଆର–ଆଞ୍ଚଳିକ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର…
Read More » -
US-China: ଆମେରିକାକୁ ଚୀନ୍ର ଅପିଲ୍: ବାଣିଜ୍ୟ ଯୁଦ୍ଧରେ କେହି ଜିତିବେ ନାହିଁ, ତୁରନ୍ତ ହଟାଅ ଏକପାଖିଆ ଶୁଳ୍କ
ବେଜିଂ: ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ଆମେରିକା ପକ୍ଷରୁ ସମସ୍ତ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ଲାଗୁ ହୋଇଥିବା ଏକପାଖିଆ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଅପିଲ୍ କରିଛି। ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଚୀନ୍…
Read More » -
Congress: ପାଲେଷ୍ଟାଇନମାନଙ୍କୁ ପରିତ୍ୟାଗ କରି ଇସ୍ରାଏଲ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ: ମୋଦୀଙ୍କ ଗସ୍ତକୁ ନେଇ ଆପତ୍ତି ଉଠାଇଲା କଂଗ୍ରେସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର (୨୫ ଫେବ୍ରୁଆରି, ୨୦୨୬) ଦିନ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। କଂଗ୍ରେସ ଦଳ ତାଙ୍କ ଗସ୍ତକୁ ବିରୋଧ କରି ଅଭିଯୋଗ କରିଛି ଯେ ,ମୋଦୀ ସରକାର ପାଲେଷ୍ଟାଇନମାନଙ୍କୁ…
Read More » -
Rahul Gandhi: ‘ସରକାରଙ୍କୁ ସତ୍ୟର ଆଇନା ଦେଖାଇବା ଅପରାଧ ନୁହେଁ, ଦେଶପ୍ରେମ’
ନୂଆଦିଲ୍ଲୀ: ଏଆଇ ସମ୍ମିଟ୍ ପ୍ରତିବାଦରେ ଯୁବ କଂଗ୍ରେସ ସଭାପତି ଓ ଅନ୍ୟାନ୍ୟ କର୍ମୀଙ୍କ ଗିରଫଦାରୀକୁ ନେଇ ରାହୁଲ ଗାନ୍ଧୀ ତଥା ଅନ୍ୟ କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ…
Read More » -
Nuclear Weapons: ଆମେରିକା, ରୁଷ ଓ ଚୀନ୍ ପରମାଣୁ ଅସ୍ତ୍ର ନେଇ କରୁଛନ୍ତି ଗୁପ୍ତ ବୈଠକ
ୱାସିଂଟନ: ଫ୍ରାନ୍ସ ପ୍ରେସ୍ ଏଜେନ୍ସି (ଏଏଫ୍ପି) ଅନୁଯାୟୀ, ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଜେନେଭାରେ ଆମେରିକା ପରମାଣୁ ଅସ୍ତ୍ର ବିଷୟରେ ଆଲୋଚନା କରୁଛି। ଆମେରିକା ଓ ରୁଷ ମଧ୍ୟରେ ପରମାଣୁ ଅସ୍ତ୍ର…
Read More » -
Women’s Twenty20 World Cup: ଜୁନ୍ ୧୨ରୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍
ଲଣ୍ଡନ: ଆଇସିସି ପକ୍ଷରୁ ଆସନ୍ତା ଜୁନ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୬କ ସଂପୂର୍ଣ୍ଣ ଖେଳସୂଚୀ ଜାରି କରାଯାଇଛି।…
Read More » -
Russia’s War: ୪ ବର୍ଷର ସଂଘର୍ଷରେ ରୁଷର ଅଜେୟ ପ୍ରତିଛବି ଭଙ୍ଗ
ମସ୍କୋ/କିବ୍: ରୁଷ-ୟୁକ୍ରେନ ବିବାଦ ଚାରି ବର୍ଷ ପୂରଣ କରିଛି। ମସ୍କୋ ଯାହାକୁ ଏକ ସ୍ୱତନ୍ତ୍ର ସାମରିକ ଅଭିଯାନ କହି ୨୪ ଫେବ୍ରୁଆରି ୨୦୨୨ ରେ ଆରମ୍ଭ କରିଥିଲା।…
Read More »