ଦେଶ ବିଦେଶ
-
Gun: ସର୍କିଟ୍ ହାଉସ୍ରୁ ବନ୍ଧୁକ ଜବତ ଘଟଣା, ବଢୁଛି ପ୍ରକାଶ ପାଶ୍ବାନଙ୍କ ଅଡ଼ୁଆ
ରାଉରକେଲା: ସର୍କିଟ୍ ହାଉସ୍ ଘଟଣାର ମାଷ୍ଟର୍ମାଇଣ୍ଡ୍ କୁହାଯାଉଥିବା ପ୍ରକାଶ ପାଶ୍ବାନଙ୍କ ଅଡ଼ୁଆ ବଢିବାରେ ଲାଗିଛି। ତାଙ୍କ କଳା କାରନାମା ଉପରୁ କ୍ରମଶଃ ପରଦା ଉଠିବାରେ ଲାଗିଛି। ସୁନ୍ଦରଗଡ଼ ସାଂସଦଙ୍କ ମହାନଗର…
Read More » -
Ram Rahim: ପୁଣି ୨୧ ଦିନିଆ ଫର୍ଲୋରେ ଜେଲ୍ରୁ ବାହାରିଲେ ରାମ ରହିମ୍, ୨୦୨୦ ପରଠାରୁ ୧୭ଥର ଅସ୍ଥାୟୀ ମୁକ୍ତି
ଚଣ୍ଡୀଗଡ଼: ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ୍ ରାମ ରହିମ୍ ସିଂହ ମଙ୍ଗଳବାର ସକାଳେ ହରିୟାଣାର ରୋହତକସ୍ଥିତ ସୁନାରିଆ ଜେଲରୁ ୨୧ ଦିନିଆ ଫର୍ଲୋରେ ବାହାରିଛନ୍ତି। କଡ଼ା ସୁରକ୍ଷା…
Read More » -
Israel: ଇସ୍ରାଏଲ ନିର୍ବାଚନ ପୂର୍ବରୁ ନେତାନ୍ୟାହୁ ଖୋଲିଲେ ନୂଆ ପ୍ରସଙ୍ଗ: ଇରାନ ମୋ ପୁଅକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା ବୋଲି ଆଣିଲେ ଅଭିଯୋଗ
ଜେରୁସାଲେମ:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଇରାନ ତାଙ୍କ ପୁଅଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ କରିଛନ୍ତି। ତେବେ ଷଡ଼ଯନ୍ତ୍ର କେବେ ହୋଇଥିଲା, କେଉଁ…
Read More » -
Trump: ଟ୍ରମ୍ପଙ୍କ ପ୍ରଶାସନର ବଡ଼ ନିଷ୍ପତ୍ତି, ୨ ଲକ୍ଷ ବିଦେଶୀଙ୍କ ଭିସା ବାତିଲ ହେବ
ୱାସିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଆମେରିକାରେ ଶରଣ ପାଇଁ ଆବେଦନ କରିଥିବା କିମ୍ବା ବର୍ତ୍ତମାନ ଆବେଦନ କରୁଥିବା ୨ ଲକ୍ଷ ବିଦେଶୀଙ୍କ ବ୍ୟବସାୟିକ ଏବଂ ପର୍ଯ୍ୟଟନ ଭିସା ବାତିଲ କରିବାକୁ ପ୍ରସ୍ତୁତ…
Read More » -
Iran Threat: ଇରାନର ଟାର୍ଗେଟ୍ରେ ଟ୍ରମ୍ପଙ୍କ ପୁଅ ବାରୋନ! ମାରିବା ପାଇଁ ରଖିଲା ୯୫ କୋଟି ଟଙ୍କାର ପୁରସ୍କାର!
ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଥିବା ବେଳେ ଟ୍ରମ୍ପ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଇରାନର ସରକାରୀ ଟେଲିଭିଜନ ଚ୍ୟାନେଲରେ ଆମେରିକା…
Read More » -
Lakhimi Cow: ଆସାମରେ ନୂଆ ଚମତ୍କାର! IVFରେ ଜନ୍ମ ନେଲା ବିଶ୍ୱର ପ୍ରଥମ ‘ଲଖିମୀ’ ବାଛୁରୀ
ନୂଆଦିଲ୍ଲୀ: ଆସାମର ପଶୁପାଳନ କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ନୂଆ ଇତିହାସ । ଆସାମ ଭେଟେରିନାରୀ ଏବଂ ଫିସେରିଜ୍ ୟୁନିଭରସିଟିରେ ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ପ୍ରଯୁକ୍ତି ମାଧ୍ୟମରେ ସ୍ୱଦେଶୀ ‘ଲଖିମୀ’…
Read More » -
ISRO: ଘରୋଇକରଣ ପାଇଁ ଇସ୍ରୋକୁ ମୋଦୀ ସରକାର ଦୁର୍ବଳ କରୁଥିବା କଂଗ୍ରେସର ଅଭିଯୋଗ
ନୂଆଦିଲ୍ଲୀ: ମୋଦୀ ସରକାର ଅତି ସକ୍ରିୟ ଭାବେ ମହାକାଶ କ୍ଷେତ୍ରରେ ଘରୋଇକରଣ ଏଜେଣ୍ଡା ଅନୁସରଣ କରୁଥିବା ସୋମବାର କଂଗ୍ରେସ ଅଭିଯୋଗ କରିଛି। କେନ୍ଦ୍ର ସରକାର ଘରୋଇ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରୁଥିବା…
Read More » -
CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ
ନୂଆଦିଲ୍ଲୀ: ସରକାର ଗତ ଜୁଲାଇ ୨୫ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ କରି କକ୍ରୋଚ୍ ଜନତା ପାର୍ଟି (ସିଜେପି) ଆସନ୍ତା ସେପ୍ଟେମ୍ବର ୫ରେ…
Read More » -
TMC : ବିଦ୍ରୋହୀ ଟିଏମ୍ସି ବିଧାୟକଙ୍କ ଘରବାହୁଡ଼ା ଦିଦିଙ୍କ ସହ ପୁଣି ହାତ ମିଳାଇଲେ କସେମ ସିଦ୍ଦିକି
କୋଲକାତା: ବିରୋଧୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେବାର କିଛି ଦିନ ପରେ ବିଦ୍ରୋହୀ ଟିଏମ୍ସି ବିଧାୟକ କସେମ ସିଦ୍ଦିକି ପୁଣିଥରେ ଟିଏମ୍ସି ସୁପ୍ରିମୋ ମମତା…
Read More » -
Nitin Gadkari: ଅବସର ନେଇପାରନ୍ତି ଗଡ଼କରୀ: ଅଧିକ କାମ କରିପାରିବେ ନାହିଁ ବୋଲି କହିବା ପରେ ଚର୍ଚ୍ଚା ଜୋର ଧରିଲା
ନାଗପୁର: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀରାଜନୀତିରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଗଡ଼କରୀ ନିଜେ ନାଗପୁର ଜିଲ୍ଲାର କଟୋଲଠାରେ…
Read More »