ଦେଶ ବିଦେଶ
-
Thick smog: ଦିଲ୍ଲୀରେ ଘନ ଧୂଆଁକୁହୁଡ଼ି
ନୂଆଦିଲ୍ଲୀ: ଗୁରୁବାର ଘନ ଧୂଆଁକୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାର୍ଲାଇନ୍ସର ୨୭ଟି ବିମାନ ବାତିଲ ହୋଇଛି ଏବଂ ଆହୁରି ଅନେକ ବିମାନ ବିଳମ୍ବ ହୋଇଛି…
Read More » -
VB-G Ram: ଲୋକସଭାରେ ‘ଭିବି-ଜି ରାମ ଜି’ ବିଲ୍ ଗୃହୀତ
ନୂଆଦିଲ୍ଲୀ : ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ଆଜି ଲୋକସଭାରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜୀବିକା ମିସନ୍ (ଗ୍ରାମୀଣ) (ଭିବି-ଜି ରାମ ଜି) ବିଲ୍,…
Read More » -
pollution: ପ୍ରଦୂଷଣରେ ଅଣନିଃଶ୍ବାସୀ: ସହରୀ ଜନତା ଏବେ ପାହାଡ଼ମୁହାଁ
ନୂଆଦିଲ୍ଲୀ: ଧୂଆଁକୁହୁଡ଼ି ଓ ବାୟୁ ପ୍ରଦୂଷଣ କ୍ରମାଗତଭାବେ ସହରର ବାୟୁକୁ ନିଃଶ୍ୱାସପ୍ରଶ୍ୱାସ ନେବା ଅଯୋଗ୍ୟ କରିଦେଇଛି, ଯାହା ଅନେକ ବାସିନ୍ଦାଙ୍କୁ ଅନ୍ୟତ୍ର, ବିଶେଷକରି ପାହାଡରେ ପରିଷ୍କାର ଓ ଥଣ୍ଡା ପରିବେଶ…
Read More » -
Anant Ambani Gifts Lionel Messi: ଚର୍ଚ୍ଚାରେ ମେସିଙ୍କୁ ଅନନ୍ତ ଦେଇଥିବା ୧୦କୋଟିର ଘଣ୍ଟା
ଜାମନଗର: ଭାରତ ଗସ୍ତ ବେଳେ ମେସିଙ୍କୁ ମିଳିଲା ଦାମୀ ଉପହାର। ୧୦.୯ କୋଟିର ଘଣ୍ଟା ଦେଲେ ଅନନ୍ତ ଅମ୍ବାନୀ।ଫୁଟବଲ କିଂବଦନ୍ତି ଲିଓନେଲ ମେସି ଭାରତ ଗସ୍ତରେ ଆସିଥିବା ବେଳେ ଅନନ୍ତ ଅମ୍ବାନୀଙ୍କ…
Read More » -
US Travel Ban: ୩୯ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ ! ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଲା ଆମେରିକା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀକ ସୁରକ୍ଷାକୁ ନଜରରେ ରଖି ପ୍ରବାସ ନୀତିକୁ ଆହୁରି କଠୋର କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ଆହୁରି ୭ଟି ଦେଶ…
Read More » -
Multi-vehicle collision: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ସିରିଜ୍ ଦୁର୍ଘଟଣା, ଜିଅନ୍ତା ଜଳିଗଲେ ୩ ବ୍ୟକ୍ତି
ଅଲୱର: ଘନକୁହୁଡ଼ି ନେଲା ଜୀବନ। ଦୃଶ୍ୟମାନ୍ୟତା କମିଯିବାରୁ ପରସ୍ପର ସହ ଧକ୍କା ଖାଇଲେ ଏକାଧିକ ଗାଡ଼ି। ରାଜସ୍ଥାନର ଅଲୱରରେ ଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା।…
Read More » -
Winter session: ଶୀତ ଅଧିବେଶନ: ମନରେଗାର ନାମ ପରିବର୍ତ୍ତନ ନେଇ ଗର୍ଜିଲେ ବିରୋଧୀ
ନୂଆଦିଲ୍ଲୀ: ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିତର୍କ ଓ ଆଲୋଚନା ପରେ ଅଧିବେଶନ ଏବେ ଶେଷ ସପ୍ତାହରେ ପ୍ରବେଶ କରିଛି।…
Read More » -
SIR: ବେଙ୍ଗଲ ଏସ୍ଆଇଆର୍: ଚିଠା ତାଲିକାରୁ ୫୮ ଲକ୍ଷ ନାଁ ବାଦ୍ ପଡ଼ିଲା
କୋଲକାତା: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମତଦାନ ହେବାକୁ ଥିବା ପଶ୍ଚିମବଙ୍ଗ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ…
Read More » -
Bangladeshi leader threatens: ବାଂଲାଦେଶୀ ନେତାଙ୍କ ଧମକ: ‘ଉତ୍ତର-ପୂର୍ବକୁ ଭାରତରୁ ଅଲଗା କରିଦେବୁ’
ଢାକା: ବାଂଲାଦେଶର ନ୍ୟାସନାଲ ସିଟିଜେନ ପାର୍ଟି (ଏନ୍ସିପି) ନେତା ହସନତ ଅବଦୁଲ୍ଲାଙ୍କ ଉତ୍ତେଜକ ବିବୃତି ଭାରତ-ବାଂଲାଦେଶ ସମ୍ପର୍କକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି। ଢାକାର କେନ୍ଦ୍ରୀୟ ସହିଦ…
Read More » -
Goa nightclub fire: ଗୋଆ ନାଇଟକ୍ଲବ୍ ଅଗ୍ନିକାଣ୍ଡ: ଦିଲ୍ଲୀରେ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ
ନୂଆଦିଲ୍ଲୀ: ଗୋଆର ‘ବର୍ଚ ବାଏ ରୋମିଓ ଲେନ୍’ ନାଇଟ କ୍ଲବ୍ର ସହ ମାଲିକ ସୌରଭ ଲୁଥ୍ରା ଓ ଗୌରଭ ଲୁଥ୍ରା ଆଜି ଥାଇଲାଣ୍ଡରୁ ପ୍ରତ୍ୟର୍ପିତ ହେବାପରେ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି।…
Read More »