ଦେଶ ବିଦେଶ
-
Naraz Fufa Ji ‘ନାରାଜ ଫୁଫା ଜୀ’ଙ୍କୁ ଏବେ କାମ ମିଳିଗଲା: ରାହୁଲଙ୍କୁ ଟାର୍ଗେଟ୍ କଲେ ମୋଦୀ
ବଡ଼ୋଦରା: ବିକାଶମୂଳକ କାର୍ଯ୍ୟକୁ ନେଇ ସରକାରଙ୍କୁ ପ୍ରଶ୍ନ କରୁଥିବା ବିରୋଧୀଙ୍କୁ ମଙ୍ଗଳବାର ପୁଣି ଥରେ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁଜରାଟର ବଡୋଦରାରେ ‘ନମୋ ଫର୍ ବିକଶିତ…
Read More » -
Defamation case: ମୋଦୀଙ୍କ ବିରୋଧରେ ମନ୍ତବ୍ୟ: ରାହୁଲଙ୍କ ମାନହାନି ମାମଲା ରଦ୍ଦ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୧୮ରେ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ମାନହାନି…
Read More » -
Protest: କର୍ମସଂସ୍ଥାନ ଉପରେ ବଢ଼ୁଥିବା ଏଆଇ ଓ ରୋବଟ୍ର ପ୍ରଭାବକୁ ନେଇ ପ୍ରଦର୍ଶନ
ୱାର୍ସ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ରୋବଟ୍ର ବ୍ୟବହାର ଉପରେ ଶୀଘ୍ର ନିୟମ ଲାଗୁ କରିବା ଦାବିରେ ପୋଲାଣ୍ଡର ରାଜଧାନୀ ୱାର୍ସରେ ପ୍ରାୟ ୩୦ଟି…
Read More » -
EIC ପରିଚୟପତ୍ର ସହ ଆଧାର ଲିଙ୍କ ବାଧ୍ୟତାମୂଳକ
ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ହିତାଧିକାରୀମାନଙ୍କୁ ସେମାନଙ୍କ ପରିଚୟପତ୍ର (ଇଏସ୍ଆଇସି ପେହଚାନ କାର୍ଡ) ସହ ଆଧାର କାର୍ଡ ଲିଙ୍କ୍ କରିବାକୁ ପଡ଼ିବ। ଇଏସ୍ଆଇସିର ବିଭିନ୍ନ ସୁବିଧା…
Read More » -
Satya Niketan building: ସତ୍ୟ ନିକେତନ ଅଘଟଣ ପରେ କାଲି ପଡ଼ୋଶୀ କୋଠା ଭଙ୍ଗାଯିବ
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ରବିବାର ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ପରେ ନିକଟସ୍ଥ ଆଉ ଏକ କୋଠା ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର…
Read More » -
Delhi building collapse: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପୁଲିସ ଏଫ୍ଆଇଆର୍ରେ ସାଂଘାତିକ ତଥ୍ୟ
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ରବିବାର ଭୁଶୁଡ଼ି ପଡ଼ିଥିବା ପିଜି (ପେୟିଂ ଗେଷ୍ଟ) କୋଠାକୁ ନେଇ ପୁଲିସ ଏଫ୍ଆଇଆର୍ରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୫୦ ବର୍ଷ ପୁରୁଣା…
Read More » -
Murder: ଦିଲ୍ଲୀରେ ମଣିପୁରୀ ସଂଗୀତଜ୍ଞଙ୍କୁ ହତ୍ୟା, ସିସିଟିଭିରେ ଅଭିଯୁକ୍ତ
ନୂଆଦିଲ୍ଲୀ: ଦିଲ୍ଲୀର କିଲୋକାରି ଗାଁରେ ରବିବାର ରାତିରେ ଜଣେ ମଣିପୁରୀ ଗିଟାରବାଦକ ତଥା ସଙ୍ଗୀତ ଶିକ୍ଷକ ଚୋଙ୍ଗଥାମ୍ ବିକ୍ରମ ସିଂହଙ୍କୁ ମାଡ଼ ମାରି ହତ୍ୟା କରାଯିବା ଘଟଣାକୁ ନେଇ ଅସନ୍ତୋଷ…
Read More » -
CMRL ମାମଲାରେ ବିଜୟନ୍, ଝିଅ ଓ ଜ୍ୱାଇଁଙ୍କ ବିରୋଧରେ ଏଫ୍ଆଇଆର୍ ଦାବି
କୋଚି: କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ (ସିଏମ୍ଆର୍ଏଲ୍) ସହ ଜଡ଼ିତ ଲାଞ୍ଚ ମାମଲାରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍, ତାଙ୍କ ଝିଅ ଟି. ବୀଣା ଓ…
Read More » -
Attack: ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତା ବଢ଼ିଥିବା ଦାବି; ବିପଦ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ
ୱାସିଂଟନ: ନିଜର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତାରେ ଉନ୍ନତି ଆସିଥିବା ଦାବି କରି ଇରାନ ନିଜର ସାମରିକ ନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଇରାନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ…
Read More » -
Tamil Nadu: ଦୁର୍ନୀତି ଅଭିଯୋଗକୁ ନେଇ ତାମିଲନାଡ଼ୁ ବିଧାନସଭାରେ ହଙ୍ଗାମା
ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ମଙ୍ଗଳବାର ଡିଏମ୍କେ ବିଧାୟକଙ୍କ ହଙ୍ଗାମାକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସୋମବାର ବିଧାନସଭାରେ ଡିଏମ୍କେ ବିରୋଧରେ କରିଥିବା ଦୁର୍ନୀତି ଅଭିଯୋଗ ଏବଂ…
Read More »