ଦେଶ ବିଦେଶ
-
Tribal: ନକ୍ସଲମୁକ୍ତ ଛତିଶଗଡ଼ ଓ ଆଦିବାସୀଙ୍କ ପ୍ରକୃତି ପ୍ରୀତିକୁ ପ୍ରଶଂସା କଲେ ରାଷ୍ଟ୍ରପତି
ରାୟପୁର: ଦୀର୍ଘ ଦିନର ମାଓବାଦୀ ହିଂସାରୁ ମୁକ୍ତ ହୋଇ ଛତିଶଗଡ଼ ଏବେ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…
Read More » -
Tourists : ସାଉଦି ଆରବରେ ଫସିଛନ୍ତି ୪ ହଜାର ଭାରତୀୟ ତୀର୍ଥଯାତ୍ରୀ
ନୂଆଦିଲ୍ଲୀ: ସାଉଦି ଆରବରେ ବିମାନ ଚଳାଚଳ ବାତିଲ ହେବା ଯୋଗୁଁ ପ୍ରାୟ ୪ ହଜାର ଭାରତୀୟ ଉମରା ତୀର୍ଥଯାତ୍ରୀ ମକ୍କା ଓ ମଦିନାରେ ଅଟକି ରହିଛନ୍ତି। ଆଞ୍ଚଳିକ…
Read More » -
Rahul Gandhi: ରେହାନଙ୍କ ଫଟୋ ପ୍ରଦର୍ଶନୀ ବିବାଦକୁ ନେଇ ତେଜିଲା ରାଜନୀତି
ନୂଆଦିଲ୍ଲୀ: କଂଗ୍ରେସରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଚାଲିଥିବା ଶୁକ୍ରବାର ଦାବି କରିଛି ବିଜେପି। ପ୍ରିୟଙ୍କାଙ୍କ ପୁଅ ରେହାନ ଭଦ୍ରାଙ୍କ…
Read More » -
Bangladesh jails: ଦଣ୍ଡ ଶେଷ ପରେ ବି ବାଂଲାଦେଶ ଜେଲ୍ରେ ଅଟକିଛନ୍ତି ୧୬୮ ଭାରତୀୟ
ନୂଆଦିଲ୍ଲୀ: ବାଂଲାଦେଶର ବିଭିନ୍ନ ଜେଲ୍ରେ ଦଣ୍ଡାଦେଶର ଅବଧି ଶେଷ ହୋଇଥିଲେ ମଧ୍ୟ ୧୬୮ ଜଣ ଭାରତୀୟ ନାଗରିକ ଏବେ ବି ଅଟକି ରହିଛନ୍ତି। ସେମାନଙ୍କୁ ଦେଶକୁ ଫେରାଇ…
Read More » -
ଅରୁଣାଚଳ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ଏବଂ ଚୀନ୍ ସୈନ୍ୟମାନଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ନେଇ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି)…
Read More » -
Maharashtra: ମହାରାଷ୍ଟ୍ରରେ ଦିନଦ୍ୱିପ୍ରହରରେ ହତ୍ୟା, ସିସିଟିଭିରେ କଏଦ ହେଲା ଘଟଣା
ମୁମ୍ବାଇ:ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଗୁରୁବାର ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଦେବେଶ ଓରଫ ବଣ୍ଟି ଦୀକ୍ଷିତ। ସେ ଜିମ୍ରୁ…
Read More » -
Dementia : ୨୦୫୦ ସୁଦ୍ଧା ବର୍ଷକୁ ୨.୪୭ କୋଟି ଲୋକଙ୍କୁ ହୋଇପାରେ ଡିମେନ୍ସିଆ: ବୈଶ୍ବିକ ଅଧ୍ୟୟନ
ନୂଆଦିଲ୍ଲୀ: ଆଗାମୀ ଦଶନ୍ଧିଗୁଡ଼ିକରେ ଡିମେନ୍ସିଆ (ଭୁଲା ରୋଗ) ବିଶ୍ୱ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇପାରେ। ୨୦୨୩ରେ ବିଶ୍ୱରେ ପ୍ରାୟ ୧.୧୪ କୋଟି…
Read More » -
Digital Arrest: ଡିଜିଟାଲ୍ ଆରେଷ୍ଟ ଠକେଇ: ୮ ମାସରେ ୨୧,୯୦୦ରୁ ଅଧିକ ଅଭିଯୋଗ
ନୂଆଦିଲ୍ଲୀ: ଦେଶରେଡିଜିଟାଲ୍ ଆରେଷ୍ଟ ଠକେଇ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଚଳିତ ବର୍ଷ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ଏହି ଠକେଇ ସଂକ୍ରାନ୍ତରେ ୨୧,୯୦୦ରୁ ଅଧିକ ଅଭିଯୋଗ ପଞ୍ଜୀକୃତ ହୋଇଛି।…
Read More » -
Earthquake Struck China’s Tibet: ତିବ୍ବତରେ ୭ ତୀବ୍ରତାର ଭୂମିକମ୍ପ, ୧୬ ମୃତ
ବେଜିଂ:ଚୀନ୍ର ତିବ୍ବତ ଅଞ୍ଚଳରେ ଗୁରୁବାର ରାତିରେ ୭ ତୀବ୍ରତାର ଏକଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏଥିରେ ଅତି କମ୍ରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଆହତ…
Read More » -
EPFO’s Central Board: ଇପିଏଫ୍ ପେନସନ୍ ବଢ଼ିପାରେ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୪୦ତମ ବୈଠକ ଆସନ୍ତାମାସ ୧୯ ତାରିଖରେ ଗୁଜରାଟର ଗିର୍ଠାରେ ଅନୁଷ୍ଠିତ ହେବ। ଏହି…
Read More »