ଦେଶ ବିଦେଶ
-
ଯୁଦ୍ଧର ଦ୍ବାରଦେଶରେ ମଧ୍ୟପ୍ରାଚ୍ୟ: ଆମେରିକାର ବିଶାଳ ସାମରିକ ପ୍ରସ୍ତୁତି
ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ପରମାଣୁ କଥାବାର୍ତ୍ତାର ଫଳାଫଳ ଉପରେ ସମଗ୍ର ବିଶ୍ବର ନଜର ରହିଛି। ଓମାନରେ ଚାଲିଥିବା ଆଲୋଚନା ବିଫଳ ହେଲେ ଆମେରିକା ଯେକୌଣସି ସମୟରେ…
Read More » -
Former Army Chief: ଆତ୍ମଜୀବନୀକୁ ନେଇ ବିବାଦ ମଧ୍ୟରେ ନୀରବତା ଭାଙ୍ଗିଲେ ପୂର୍ବତନ ସେନାମୁଖ୍ୟ
ନୂଆଦିଲ୍ଲୀ: ଆତ୍ମଜୀବନୀକୁ ନେଇ ବଢୁଥିବା ବିବାଦ ମଧ୍ୟରେ ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ ଏମ୍ ନରବଣେ ଆଜି ପୁସ୍ତକର ପ୍ରକାଶକ ପେଙ୍ଗୁଇନ୍ର ଏକ ବିବୃତିକୁ ପୁନଃ ସେୟାର କରି…
Read More » -
No-confidence motion: ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ବିରୋଧୀ କଂଗ୍ରେସ ସହିତ ୧୧୮ ସାଂସଦଙ୍କ ଦସ୍ତଖତ
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ କଂଗ୍ରେସ ଗୃହ ମହାସଚିବଙ୍କୁ ନୋଟିସ୍ ପଠାଇଛି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ରୁଲ୍ସ…
Read More » -
Jammu Kashmir: ଜମ୍ମୁ-କାଶ୍ମୀରରେ ୩୧ଟି ପଥର କ୍ରସର ନେତା ଓ ବାବୁଙ୍କ ମାଲିକାନାରେ ରହିଛି : ଖଣିମନ୍ତ୍ରୀ
ଶ୍ରୀନଗର: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମ୍ରେ ୩୧ଟି ପଥର କ୍ରସର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରାଜନେତା ଓ ସରକାରୀ ଅଧିକାରୀମାନଙ୍କ ମାଲିକାନାରେ ଥିବା…
Read More » -
Case: ଗୌରବ ଗୋଗୋଇଙ୍କ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ସିଂହ, ଭୂପେଶ ବାଘେଲ ଓ ଗୌରବ ଗୋଗୋଇଙ୍କ ବିରୋଧରେ ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୫୦୦ କୋଟି ଟଙ୍କାର…
Read More » -
Court Judgement: ଭଲ ପ୍ରବନ୍ଧ ଲେଖିବାରୁ ପୋକ୍ସୋ ଦୋଷୀଙ୍କ ଜେଲଦଣ୍ଡ କୋହଳ
ମୁମ୍ବାଇ: ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଅଧିନିୟମ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ବମ୍ବେ ହାଇକୋର୍ଟ ଗତ ସପ୍ତାହରେ…
Read More » -
Hindu Businessman Murdered: ନିର୍ବାଚନର ୩ ଦିନ ପୂର୍ବରୁ ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା
ଢାକା: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ବାଂଲାଦେଶରେ ସଂସଦୀୟ ନିର୍ବାଚନର ୩ ଦିନ ପୂର୍ବରୁ ଗତରାତିରେ କିଛି ଅଜଣା ଦୁର୍ବୃତ୍ତ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ…
Read More » -
CM Omar Rules: ଜମ୍ମୁ-କାଶ୍ମୀରରେ ମଦ ନିଷେଧକୁ ପ୍ରତ୍ୟାଖ୍ୟାନ କଲେ ମୁଖ୍ୟମନ୍ତ୍ରୀ ଓମାର
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମଦ ନିଷେଧ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି। ଜମ୍ମୁ-କାଶ୍ମୀର ଗ୍ରାଣ୍ଡ ମୁଫତି ନାସିର-ଉଲ୍-ଇସଲାମ ଓ ପିଡିପି…
Read More » -
Om Birla : ବାଚସ୍ପତି ଓମ୍ ବିର୍ଲାଙ୍କ ନିଷ୍ପତ୍ତି:ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ନହେବା ପର୍ଯ୍ୟନ୍ତ ଗୃହକୁ ଆସିବେ ନାହିଁ
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କୁ ହଟାଇବା ପାଇଁ ବିରୋଧୀ ସାଂସଦମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା…
Read More » -
Defence Capabilities: ୧୧୪ଟି ରାଫେଲ ଯୁଦ୍ଧ ବିମାନ ପାଇଁ ମେଗାଚୁକ୍ତି କରିବ ଭାରତ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ୧୧୪ଟି ଫ୍ରାନ୍ସ ନିର୍ମିତ ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ୩.୨୫ ଲକ୍ଷ କୋଟି ଟଙ୍କାର ଚୁକ୍ତିକୁ ପ୍ରତିରକ୍ଷା ମନ୍ତ୍ରାଳୟ ଚଳିତ ସପ୍ତାହରେ…
Read More »