ମନୋରଞ୍ଜନ
-
ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ପ୍ରଯୋଜକ ଆର୍.ବି ଚୌଧୁରୀ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକ
ଉଦୟପୁର ୦୬/୦୫:ତାମିଲ ଓ ତେଲଗୁ ସିନେମାର ଜଣେ ଜଣାଶୁଣା ବ୍ୟକ୍ତିତ୍ବ, ଚଳଚ୍ଚିତ୍ର ପ୍ରଯୋଜକ ଆର୍.ବି ଚୌଧୁରୀଙ୍କ ପରଲୋକ । ମଙ୍ଗଳବାର ରାଜସ୍ଥାନର ଉଦୟପୁରରେ କାର ଦୁର୍ଘଟଣାରେ ତାଙ୍କର…
Read More » -
ବିଜୟଙ୍କୁ ଅନଫଲୋ କଲେ ପୁଅ ଜେସନ ! ସୋସିଆଲ ମିଡିଆରେ ୟୁଜର୍ସ କରୁଛନ୍ତି ଚର୍ଚ୍ଚା
ନୂଆଦିଲ୍ଲୀ: ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କଥା ମଧ୍ୟ କହିଛନ୍ତି। ତାଙ୍କ…
Read More » -
ଚର୍ଚ୍ଚାରେ ବିଜୟ-ତ୍ରିଷାଙ୍କ କେମିଷ୍ଟ୍ରି, ଥାଲାପତିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଷା
ମୁମ୍ଵାଇ ୦୭।୦୬; ଦକ୍ଷିଣ ଭାରତୀୟ ସିନେମା ଜଗତର ‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ…
Read More » -
ଚର୍ଚ୍ଚାରେ ବିଜୟ-ତ୍ରିଷାଙ୍କ କେମିଷ୍ଟ୍ରି, ଥାଲାପତିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଷା
ମୁମ୍ଵାଇ ୦୭।୦୬; ଦକ୍ଷିଣ ଭାରତୀୟ ସିନେମା ଜଗତର ‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ…
Read More » -
Trisha Krishnan : ଟିଭିକେରେ ସାମିଲ ହେବେ ତ୍ରିଶା କୃଷ୍ଣନ୍ ! ବିଜୟଙ୍କ ପାର୍ଟି ଟିକେଟରେ ଲଢ଼ିବେ ତିରୁଚିରାପାଲିର ଉପନିର୍ବାଚନ
ନୂଆଦିଲ୍ଲୀ ୦୭।୦୫; ଟିଭିକେରେ ସାମିଲ ହୋଇପାରନ୍ତି ତ୍ରିଶା ଚେନ୍ନାଇ,୬୫(ଏଜେନ୍ସି): ରାଜନୀତିରେ ପ୍ରବେଶ କରି ଥଲାପତି ବିଜୟ ବିପୁଳ ସଫଳତା ପାଇଛନ୍ତି। ଖୁବଶୀ ଶୀଘ୍ର ସେ ତାମିଲନାଡୁରେନୂଆ ସରକାର ଗଢ଼ିବେ…
Read More » -
Trisha Net Worth: ଆଲିଶାନ ଘର, ଲଗଜରୀ ଗାଡି… କୋଟି କୋଟି ସମ୍ପତ୍ତିର ମାଲିକାଣୀ ତ୍ରିଶା, ଜାଣନ୍ତୁ ପୁରା ଡିଟେଲ୍ସ
ତ୍ରିଶା କୃଷ୍ଣନ୍ ଗତ କିଛି ସପ୍ତାହ ଧରିଚର୍ଚ୍ଚାରେ ଅଛନ୍ତି।ବିଶେଷକରିବିଜୟଙ୍କ ସହ ତାଙ୍କ ସମ୍ପର୍କକୁନେଇ ବିଭିନ୍ନ ଗୁଜବ ପ୍ରସାରିତ ହେଉଛି। ଅନୁମାନ କରାଯାଉଛି ଯେ ତାଙ୍କର ଥାଲାପତି ବିଜୟଙ୍କ…
Read More » -
Vijay School Marksheet: ପାଠପଢାରେ କେମିତି ଥିଲେ ବିଜୟ ଥାଲାପତି ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ୧୦ମ ମାର୍କ ସାର୍ଟିଫିକେଟ୍
ନୂଆଦିଲ୍ଲୀ ୦୭।୦୫; ଟିଭିକେ ମୁଖ୍ୟ ଜୋସେଫ ବିଜୟ ଚନ୍ଦ୍ରଶେଖର। ଯିଏ ସାରା ବିଶ୍ୱରେ‘ଥାଲାପଥି‘ବିଜୟ ଭାବରେ ଜଣାଶୁଣା। ବର୍ତ୍ତମାନସେତାମିଲନାଡୁ ରାଜନୀତିରେ ଐତିହାସିକ ବିଜୟ ହାସଲ କରିଛନ୍ତି।ସେ କେବଳ ତାଙ୍କର ରାଜନୈତିକ ସଫଳତା ପାଇଁ…
Read More » -
Dhurandhar: ସ୍କ୍ରିପ୍ଟ ବିବାଦରେ ଆଦିତ୍ୟ ଧରଙ୍କୁ ‘ଚୋର’ କହିବା ପଡିଲା ମହଙ୍ଗା, କ୍ଷମା ମାଗିଲେ ସନ୍ତୋଷ କୁମାର
ନୂଆଦିଲ୍ଲୀ ୦୬।୦୫; ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଚଳଚ୍ଚିତ୍ର ଧୁରନ୍ଧର ବକ୍ସ ଅଫିସରେ ଏକ ବଡ଼ ସଫଳତା ହାସଲ କରିଛି । ହେଲେ ଚଳଚ୍ଚିତ୍ରଟି ଏକ ଆଇନଗତ…
Read More » -
ଦୁନିଆର ସବୁଠୁ ବଡ଼ ଫ୍ୟାସନ ଇଭେଣ୍ଟରେ ଯୋଗଦେଇପାରିବେନି ଏହି ସେଲିବ୍ରିଟି, ବ୍ୟାନ୍ ଲଗାଇଛନ୍ତି ଆୟୋଜକ
ନୂଆଦିଲ୍ଲୀ: ଦୁନିଆର ସବୁଠୁ ଚର୍ଚ୍ଚିତ ଫ୍ୟାସନ୍ ଇଭେଣ୍ଟ ମେଟ୍ ଗାଲା ଉପରେ ସମସ୍ତଙ୍କ ନଜର ରହିଥାଏ। ହଲିଉଡରୁ ନେଇ ବଲିଉଡ୍ ଏହି ଇଭେଣ୍ଟରେ ଅନେକ ବଡ଼ ସେଲିବ୍ରିଟି…
Read More » -
Love with Aditya: ବ୍ରେକ୍ଅପ୍ ପରେ ଆଦିତ୍ୟଙ୍କ ସହ ପ୍ରେମ
ଅଭିନେତ୍ରୀ ତାରା ସୂତାରିୟା ଏବେ ଆଦିତ୍ୟ ରୟ କପୁରଙ୍କୁ ଗୋପନରେ ଡେଟ୍ କରୁଛନ୍ତି! ଏ ନେଇ ଏବେ ବଲିଉଡ୍ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଚର୍ଚ୍ଚା। ତେବେ ପୂର୍ବତନ ପ୍ରେମିକ ବୀର…
Read More »