ମହାନଗର
-
ଚାମ୍ପିଅନ୍ ଚୋର ‘ନଣ୍ଡା’କୁ ବାନ୍ଧିଲା ପୋଲିସ, ଦୀର୍ଘ ବର୍ଷ ଧରି ପୋଲିସକୁ ଦେଉଥିଲେ ଚକ୍ମା
ଭୁବନେଶ୍ୱର ୧୨।୦୧ : ରାଜଧାନୀରେ ଚୋରି କରି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା କୁଖ୍ୟାତ ଚୋର ନଣ୍ଡା ଓରଫ ନିରଞ୍ଜନ ସ୍ୱାଇଁ (୪୯) ପୁଣି କମିଶନରେଟ୍ ପୋଲିସ…
Read More » -
The air quality in the capital: ବଦଳିଲା ରାଜଧାନୀ ବାୟୁ: ସନ୍ତୋଷଜନକ ସ୍ତରକୁ ଫେରିଲା, ରାସ୍ତାରେ ପାଣି ସିଞ୍ଚିଲା ମହାନଗର ନିଗମ
ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ସହରର ବାୟୁ ଧୀରେ ଧୀରେ ସ୍ବାଭାବିକ ସ୍ତରକୁ ଫେରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ସହରର ବାୟୁ ପ୍ରଦୂଷଣ ମଧ୍ୟମ ସ୍ତରରେ…
Read More » -
Makar sankranti: ଆସୁଛି ମକର, ଆନମନା କଲାଣି ଗୁଡ଼ି: ମାଞ୍ଜାସୂତା ବିକିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ମକର ସଂକ୍ରାନ୍ତି ଆସିଲେ, ମାଳମାଳ ଗୁଡ଼ିରେ ଆକାଶ ଢାଙ୍କି ହୋଇଯାଏ। ସୁଲୁସୁଲିଆ ଉତ୍ତରା ପବନରେ ମୁକ୍ତ ଆକାଶରେ ମୁଣ୍ଡ ହଲାଇ ରଙ୍ଗବେରଙ୍ଗର ଗୁଡ଼ିଗୁଡ଼ିକ ଆକାଶରେ ଉଡ଼ିଲା ବେଳେ…
Read More » -
This time, 7 pendals, 15 opera groups: ଏଥର ୭ ପେଣ୍ଡାଲ, ୧୫ ଅପେରା ଦଳ: ୧୨ରୁ ଦୋକାନଘର ଓ ପାର୍କିଂ ପାଇଁ ଆବେଦନ
ଖଣ୍ଡଗିରି: ଜାନୁଆରି ୨୫ରୁ ଖଣ୍ଡଗିରି ମାଘମେଳା ଆରମ୍ଭ ହେଉଥିବା ବେଳେ ୨୭ରୁ ଖଣ୍ଡଗିରି ଯାତ୍ରା ମହାସମର ଆରମ୍ଭ ହେବ। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ମନୋରଞ୍ଜନର ଖୋରାକ…
Read More » -
Murder case due to love triangle: ତ୍ରିକୋଣୀୟ ପ୍ରେମରୁ ହତ୍ୟା ମାମଲା: ଗୁଜରାଟରୁ ନାଣ୍ଡୁ ସହ ୫ଙ୍କୁ ବାନ୍ଧିଲା ପୁଲିସ, କଟୁରି, ମୋବାଇଲ୍ ଫୋନ୍ ଜବତ
ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମରୁ ରାଜଧାନୀରେ ମୁଣ୍ଡ ଗଡ଼ିବା ଘଟଣାରେ କମିସନରେଟ୍ ପୁଲିସ ହାତରେ ବଡ଼ ସଫଳତା ଲାଗିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗୁଜରାଟ୍ରୁ ଗିରଫ କରିଛି। ସେମାନେ…
Read More » -
Flower Exhibition: ମନମୋହିଲା ପୁଷ୍ପ ପ୍ରଦର୍ଶନୀ
ଖଣ୍ଡଗିରି: କେଉଁଠି ତୋରଣରେ ହାତୀ। ଆଉ କେଉଁଠି ଗୋଲାପରେ ଅଶୋକଚକ୍ର। କେଉଁଠି ଡାଲିଆ ଫୁଲରେ ତିଆରି ହୋଇଛି ମୟୂର। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ୍, ଗ୍ଲାଡିଓଲି,…
Read More » -
Government will provide Rs 1.5 lakh: ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଦେବେ ଦେଢ଼ ଲକ୍ଷ: ପିଏମ୍-ରାହତ ଯୋଜନା ଲାଗୁ ହେବ
ଭୁବନେଶ୍ବର: ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ତାଙ୍କୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ଅର୍ଥ ଦାବି…
Read More » -
Annual Conference: ଓଡ଼ିଶା ଅଧସ୍ତନ ଅର୍ଥ ସେବା ସଂଘର ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ ଅର୍ଥ ସେବା( ସ୍ଥାନୀୟ ପାଣ୍ଠି ସମୀକ୍ଷା) ସଂଘର ୩୦ତମ ବାର୍ଷିକ ସମ୍ମିଳନୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…
Read More » -
Five hundred: ସାମିଲ ହେଲେ ପାଞ୍ଚଶହ ଫିଜିଓଥେରାପିଷ୍ଟ
ଭୁବନେଶ୍ୱର: କଟକ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (ଏସ୍ଭିଏନ୍ଆଇଆର୍ଟିଏଆର୍) ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମାନୁଆଲ୍ ଥେରାପି ସମ୍ମିଳନୀ ଏମ୍ସ ଅଡିଟୋରିୟମ୍ରେ ଉଦ୍ଘାଟିତ ହୋଇଯାଇଛି।…
Read More » -
Fix sanitation system: ‘ୟୁଜର୍ସ ଫି ଆଦାୟ ପୂର୍ବରୁ ପରିମଳ ବ୍ୟବସ୍ଥା ସଜାଡ଼’
ଭୁବନେଶ୍ୱର: ଚଳିତ ମାସରୁ ଆବର୍ଜନା ପାଇଁ ୟୁଜର୍ସ ଫି’ ଲାଗୁ କରିଛି ଭୁବନେଶ୍ବର ମହାନଗର ନିଗମ। ଆବାସିକ ଗୃହ, ଦୋକାନୀଙ୍କଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବଡ଼…
Read More »