ମହାନଗର
-
State Corporation: ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଆଜି ବୟନିକା କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ମହାସଂଘ ଅଧ୍ୟକ୍ଷ ସରୋଜକାନ୍ତ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More » -
The last breath: କଂକ୍ରିଟ୍ ଦାଣ୍ଡରେ ବାଲିଖେଳର ଶେଷନିଃଶ୍ବାସ
ବାଲିଅନ୍ତା: ବର୍ଷାଦିନେ ଖୁବ୍ ବିରକ୍ତ କରୁଥିଲା କାଦୁଅ ପଚପଚ ଗାଁ ଦାଣ୍ଡ। ମଇଳା ପାଣି ବହିଯାଉଥିଲା। ଘରୁ ଗୋଡ଼ କାଢ଼ିବାକୁ ଇଚ୍ଛା ହେଉ ନଥିଲା। କିନ୍ତୁ କୁନି ପିଲାମାନଙ୍କର ସେଥିପ୍ରତି…
Read More » -
Young generation: ଶୀତଦିନେ ଭଲ କେଶ ଚିନ୍ତାରେ ଯୁବ ପିଢ଼ି
ଭୁବନେଶ୍ୱର: ସାଧାରଣତଃ ଶୀତ ଆସିଲେ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗରେ ନେଇ ଆସିଥାଏ। ଏଦିନରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବାବେଳେ ଚର୍ମ ଏବଂ କେଶ ଜଡ଼ିତ ବିଭିନ୍ନ ସମସ୍ୟା ମଧ୍ୟ…
Read More » -
Bus crushes: ସାମ୍ବାଦିକାଙ୍କ ସମେତ ୨ ମହିଳାଙ୍କୁ ଦଳିଦେଲା ବସ୍
ପିପିଲି: ଆଜି ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ…
Read More » -
Health: ଏମ୍କେସିଜିରେ ଅନ୍ଧାରରେ ରୋଗୀସେବା; ଅସ୍ତ୍ରୋପଚାର କକ୍ଷରେ ଲାଇନ୍ କଟିଗଲା
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଯିବା କାରଣରୁ ଅନ୍ଧାରରେ ରୋଗୀ ସେବା କରାଯାଇଥିବା ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସପିଟାଲ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ…
Read More » -
Ready for 27th election: ୨୭ ପାଇଁ ଏବେଠୁ ସଜ: ସହରରେ ଛାଇଯାଇଛି ବିଜେପି ଆଶାୟୀଙ୍କ ବ୍ୟାନର
ଭୁବନେଶ୍ବର: ୨୦୨୭ରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ନିର୍ବାଚନ। ଆହୁରି ବର୍ଷାଧିକ ସମୟ ରହିଛି। ହେଲେ କର୍ପୋରେଟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗୋଟିଏ କି ଦୁଇଟି…
Read More » -
Daylight has gone out: ଲିଭିଗଲା ଡେ ଲାଇଟ୍, ଅଳିଆଗଦାରେ ପଡ଼ିଛି ପେଟ୍ରୋମାକ୍ସ
ବସନ୍ତ ଦାଶ ବାଲିପାଟଣା: ସଂଜ ବୁଡ଼ୁବୁଡ଼ୁ ଗାଁ ମେଳଣ ପଡ଼ିଆରେ ସଜଡ଼ା ହେଉଥିଲା ଡେ ଲାଇଟ୍। କାଠଷ୍ଟାଣ୍ଡ୍ରେ ଡେ ଲାଇଟ୍କୁ ଝୁଲାଇ ବଳୟାକାର ହାଣ୍ଡିରେ କିରାସିନି ଭର୍ତ୍ତି…
Read More » -
Opposition to sweeping: ମୁଣ୍ଡପିଛା ଦୈନିକ ଦେଢ଼ କିମି ଝାଡ଼ୁକୁ ବିରୋଧ: ବିଏମ୍ସି କାର୍ଯ୍ୟାଳୟ ଘେରିଲେ ସଫେଇ କର୍ମଚାରୀ
ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜଣେ ସଫେଇ କର୍ମଚାରୀ ଦୈନିକ ଦେଢ଼କିମି ରାସ୍ତା ସଫା କରିବା ନିୟମକୁ ବିରୋଧ କରିଛନ୍ତି ସଫେଇ କର୍ମଚାରୀ। ଏହାର ପ୍ରତିବାଦରେ ଆଜି ଶହଶହ…
Read More » -
117 acres land clear in 2 years: ଜବରଦଖଲକୁ କିଏ ଦେଉଛି ବଳ? ୨ ବର୍ଷରେ ୧୧୭ ଏକର ଉଚ୍ଛେଦ, ୨୦୨୩ରେ ବସ୍ତିସଂଖ୍ୟା ୪୩୬, ଏବେ ୫ଶହ ଟପିଲାଣି
ଭୁବନେଶ୍ୱର: ଜବରଦଖଲର ଭୂସ୍ବର୍ଗ ପାଲଟିଛି ରାଜଧାନୀ। ଯିଏ ଯେଉଁଠି ପାରୁଛି, ସରକାରୀ ଜାଗା ମାଡ଼ି ବସୁଛି। ଜବରଦଖଲର ଦିନ କେଇଟା ଭିତରେ ଝାଟିମାଟି ଘର କଂକ୍ରିଟ୍ହୋଇଯାଉଛି। ଯେହେତୁ ଜବରଦଖଲ…
Read More » -
National Highway: ଜାତୀୟ ରାଜପଥ କଟିଂରେ ଘାରୁଛି ଦୁର୍ଘଟଣା ଭୟ
ଭୁବନେଶ୍ବର: ଜାତୀୟ ରାଜପଥରୁ ଆପ୍ରୋଚ୍ ରୋଡ୍କୁ ସଂଯୋଗ କରୁଥିବା କଟ୍ ଏବେ ବିରାଟ ସମସ୍ୟା ଠିଆ କରିଛି। ପ୍ରତି ମୁହୂର୍ତ୍ତରେ ଏଠାରେ ଦୁର୍ଘଟଣାର ଭୟ ଘାରୁଛି। ଚାଳକମାନେ କଟିଂରେ…
Read More »