uncategories
-
He is my ‘defense: ସିଏ ମୋର ‘ରକ୍ଷା କବଚ’, ବନ୍ଧୁ, ସାଥୀ ଓ ସହଯୋଗୀ…
ଆମେ ବାହା ହୋଇଥିଲୁ ୨୫ ନଭେମ୍ବର, ୧୯୮୭ ମସିହାରେ। ନିଜ ପସନ୍ଦର ଏହି ବାହାଘରର ସୂତ୍ରପାତ ହେଇଥିଲା ବନ୍ଧୁତା ମଧ୍ୟ ଦେଇ ଯାହା ୪୦ ବର୍ଷରେ ପଦାର୍ପଣ କରିଛି। ଅନେକ…
Read More » -
New dimension : ଆଧୁନିକ ସୌନ୍ଦର୍ଯ୍ୟର ନୂତନ ଦିଗ
ଆଧୁନିକ ଜୀବନଶୈଳୀରେ ସୁନ୍ଦର ଓ ଯୁବ ଚର୍ମ ପାଇଁ ଲୋକମାନେ ବିଭିନ୍ନ ବ୍ୟୁଟି ଟ୍ରିଟମେଣ୍ଟ ଦିଗରେ ଆକୃଷ୍ଟ ହେଉଛନ୍ତି। ସେଥିରେ ରେଡିଓ ଫ୍ରିକ୍ୱେନ୍ସି ଫେସିଆଲ ଏକ ନୂତନ ଓ…
Read More » -
Women: ମହିଳାମାନେ ଜାଣନ୍ତୁ…
ବେେଳବେଳେ ଅଣନିଃଶ୍ୱାସୀ ଲାଗିବା, ପେଟ ବଥା ହେବା, ବାନ୍ତି ଲାଗିବା, କ୍ଳାନ୍ତି କିମ୍ବା ଅଚେତ ହେବା ପରି ସ୍ବାସ୍ଥ୍ୟ ସମସ୍ୟା ମହିଳାମାନଙ୍କଠାରେ ଦେଖାଯାଏ। କିନ୍ତୁ ଆପଣ ଜାଣନ୍ତି କି, କେବେ…
Read More » -
କମ୍ ବୟସରେ ସଫଳ ଉଦ୍ୟୋଗୀ
ସଫଳତା ବୟସ ଦେଖେନାହିଁ। କମ୍ ବୟସରେ ମଧ୍ୟ ଜଣେ ସଫଳତାର ଶିଖର ଛୁଇଁପାରିବ; ଖାଲି ନିଜ ଭିତରେ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଥିବା ଦରକାର। ସେମିତି ଏକ…
Read More » -
New goddess: ନବ ଦେବୀ ନବ ଓଷଧି
ବାସନ୍ତିକ ନବରାତ୍ରି ହେଉ ବା ଶାରଦୀୟ ନବରାତ୍ରି- ଏହି ନଅ ଦିନରେ ଦେବୀ ଦୁର୍ଗା ନଅଟି ନାମ ଓ ନଅଟି ରୂପରେ ପୂଜିତା ହୁଅନ୍ତି। ଏହି ନବଦୁର୍ଗାଙ୍କର ନାମ ଯଥାକ୍ରମେ-…
Read More » -
The importance: ନବରାତ୍ରି ବ୍ରତର ମାହାତ୍ମ୍ୟ
ଆଶ୍ବିନ ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରି ପାଳିତ ହେଉଥିବା ବେଳେ, ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ରି ପାଳିତ ହୋଇଥାଏ। ରଘୁକୁଳତିଳକ ଶ୍ରୀରାମ ଶାରଦୀୟ…
Read More » -
Sri Ram: ଶ୍ରୀରାମ ବିଗ୍ରହବାନ୍ ଧର୍ମ
ଆଦିକବି ବାଲ୍ମୀକିଙ୍କ ଦ୍ବାରା ରଚିତ ‘ରାମାୟଣ’ ଆମଦେଶର ଆଦିକାବ୍ୟ। ସେଥିରେ ତ୍ରେତାଯୁଗର ଅବତାର ଶ୍ରୀରାମ ମର୍ଯ୍ୟାଦାପୁରୁଷ ରୂପେ ଚିତ୍ରିତ ହୋଇଛନ୍ତି ଏବଂ ତାଙ୍କର ଆଚରଣରେ ମର୍ଯ୍ୟାଦା ସୁପ୍ରତିଷ୍ଠିତ ହୋଇଛି।…
Read More » -
Ashwini Kumar: ଅଶ୍ବିନୀକୁମାର
େଦବବୈଦ୍ୟ ଅଶ୍ବିନୀକୁମାର। ଦୁହେଁ ଥିଲେ ଦୁଇ ଯମଜ ଭ୍ରାତା। ଏମାନଙ୍କର ଜନ୍ମ ଓ ଜୀବନଯାପନ ଯେତିକି ଆଶ୍ଚର୍ଯ୍ୟ ଓ ସୁନ୍ଦର, ସେତିକି ରହସ୍ୟମୟ। ବେଦରେ ଏମାନଙ୍କର ଅସ୍ତିତ୍ବ ସଂପର୍କରେ…
Read More » -
ବିଧାନସଭାରୁ ଇସ୍ତଫା ଦେଇ ନାହାଁନ୍ତି ନୀତିନ ନବୀନ : ହେବେ କି ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?
ପାଟନା,୩୦ /୦୩: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ । ସେ ଏବେ ବିଜେପି ମୁଖିଆ ଅଛନ୍ତି । ତେବେ ତାଙ୍କୁ ଅନ୍ୟ ଏକ…
Read More » -
Telangana Parental Care: ନୂଆ ବିଲ୍ ଗୃହୀତ, ଆଇନ ପରିସରକୁ ଆସିବେ ଜନ ପ୍ରତିନିଧୀ
ତେଲଙ୍ଗାନା: ତେଲଙ୍ଗାନା ବିଧାନସଭାରେ ରବିବାର ଗୃହୀତ ହୋଇଛି ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟାବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପ୍ୟାରେଣ୍ଟାଲ ସର୍ପୋଟ ବିଲ୍୨୦୨୬’ । ବରିଷ୍ଠ ନାଗରିକଙ୍କ ଆର୍ଥିକ ନିରପତ୍ତା…
Read More »