ପାଣିପାଗ
-
Water: ପାଣି ପାଇଁ ଡହଳବିକଳ ହେଉଛନ୍ତି ଜୀବଜନ୍ତୁ: କୁଲଡିହାରେ ବିଷମ ସ୍ଥିତି, ଶୁଖିଯାଉଛି ଜଳଉତ୍ସ
ଦିଲ୍ଲୀପ ସ୍ବାଇଁ ନୀଳଗିରି: ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟର ଅଧିକାଂଶ ଜଳଉତ୍ସ ଶୁଖିଯାଉଛି। ଫଳରେ ଜୀବଜନ୍ତୁ ଜଳାଭାବର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ୨୭୨.୭୫ ବର୍ଗ କିଲୋମିଟର…
Read More » -
Noise pollution: ଶବ୍ଦ ପ୍ରଦୂଷଣ ପାଇଁ ବିପଦରେ ସାମୁଦ୍ରିକ ପରିସଂସ୍ଥା
ଏକଦା ତିମିଙ୍କ ସଂଗୀତ ଓ ଡଲ୍ଫିନ୍ଙ୍କ ସୁଷୁରି ଶବ୍ଦରେ ପୂରି ଉଠୁଥିଲା ବିସ୍ତୃତ ସାଗର। ସମ୍ପ୍ରତି ମନୁଷ୍ୟନିର୍ମିତ ମେସିନ୍ରୁ ଅବିରାମ କର୍କଶ ଧ୍ବନି ନିର୍ଗତ ହୋଇ ସେମାନଙ୍କ ସ୍ବର…
Read More » -
Environment: ପରିବେଶ ଯୋଦ୍ଧା: ପ୍ଲାଷ୍ଟିକ୍ ସଫେଇରେ ନିବିଷ୍ଟ ଭାରତ
ପରିବେଶକୁ ପ୍ଲାଷ୍ଟିକ୍ମୁକ୍ତ କରିବା ଓ ଗ୍ରାମାଞ୍ଚଳର ଲୋକଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନା କରାଇବା ପାଇଁ କିଛି ବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି ବ୍ରହ୍ମପୁର ସହରର ୩୦ ବର୍ଷୀୟ ଭାରତ…
Read More » -
Village: ଗାଁରୁ ହଜିଯାଉଛି ଗୋଚର
ଅର୍ଥନୈତିକ ବିକାଶ ସ୍ରୋତରେ ଏବେ ଗ୍ରାମାଞ୍ଚଳରେ ଭୂ-ବ୍ୟବହାରରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଯେଉଁଠି ଆଗରୁ ସୁନ୍ଦର ପୁଷ୍କରିଣୀଟିଏ ଥିଲା କିମ୍ବା ବିସ୍ତୀର୍ଣ୍ଣ ଗୋଚର ଭୂଇଁ ଥିଲା ତାହା…
Read More » -
The groundwater level is decreasing: କମୁଛି ଭୂତଳ ଜଳସ୍ତର, ମିଳୁନି ମଧୁର ଜଳ: ଅଧିକାଂଶ ପ୍ରକଳ୍ପ ଅଚଳ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ବିଶେଷକରି ଖରାଦିନେ ଭୂତଳ ଜଳସ୍ତର ବହୁତ କମିଯାଉଛି। ଅଧିକାଂଶ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଅଚଳ। ଜିଲ୍ଲାର ବାସୁଦେବପୁର, ତିହିଡ଼ି, ଚାନ୍ଦବାଲି…
Read More » -
khandadhar waterfall: ୨୪ ଘଣ୍ଟାରେ ଚମତ୍କାର: ଖଣ୍ଡାଧାରରୁ ପାଣି ଝରିଲା, ଚାଷ ପାଇଁ ଶୁଖିଥିଲା
କେନ୍ଦୁଝର: ଚବିଶ ଘଣ୍ଟାରେ ଚମତ୍କାର ହେଲା। ଶୁଖିଯାଇଥିବା ଖଣ୍ଡାଧାର ଜଳପ୍ରପାତରୁ ପୁଣି ପାଣି ଝରିଲା। ଆଜି ‘ସମ୍ବାଦ’ରେ ‘ଶୁଖିଗଲା ଚିରସ୍ରୋତା ଖଣ୍ଡାଧାର’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ…
Read More » -
The weight of plastic: ଜୀବଜନ୍ତୁଙ୍କ ଓଜନକୁ ଟପିଗଲାଣି ପ୍ଲାଷ୍ଟିକ୍ ଓଜନ
ମନୁଷ୍ୟ ଦ୍ବାରା ଉତ୍ପାଦିତ ପ୍ଲାଷ୍ଟିକ୍ର ପରିମାଣ ଏତେ ବଢ଼ିଗଲାଣି ଯେ ଦୁନିଆରେ ଥିବା ସମସ୍ତ ଜୀବଜନ୍ତୁଙ୍କୁ ମିଶାଇ ଓଜନ କଲେ ଯେତିକି ହେବ ପ୍ଲାଷ୍ଟିକ୍ର ଓଜନ ତା’ ଠାରୁ…
Read More » -
Call of the Wildfire: ବନାଗ୍ନିର ଆହ୍ବାନ
ଓଡ଼ିଶାରେ ରହିଛି ୫୨,୪୩୩ ବର୍ଗ କିମି ଜଙ୍ଗଲ। ରାଜ୍ୟର ଅଧିକାଂଶ ଜଙ୍ଗଲ ପର୍ଣ୍ଣମୋଚୀ (ଡ୍ରାଏ ଡେସିଡିଅସ୍) ଶ୍ରେଣୀର ହୋଇଥିବାରୁ ଶୀତ ଋତୁ ଶେଷଆଡ଼କୁ ଗଛଗୁଡ଼ିକ ପତ୍ରଝଡ଼ା ଦେଇଥାନ୍ତି। ଏହି…
Read More » -
Environmentalist: ପରିବେଶ ଯୋଦ୍ଧା: ‘କଳ୍ପତରୁ ମିତ୍ର’ ନିଖିଲ
ଗଛ ଯଦି ଲଗାଇବା, ଉପକାରୀ ଗଛ କାହିଁକି ବା ନ ଲଗାଇବା? ଯେଉଁ ଗଛର ଆୟୁ ଅଧିକ, ଯେଉଁ ଗଛରେ ଔଷଧୀୟ ଗୁଣ ଅଧିକ ରହିଛି, ଯେଉଁ ଗଛ ମୃତ୍ତିକା…
Read More » -
Sand theft: ବ୍ୟାପକ ବାଲି ଚୋରି ମୁଖ୍ୟ କାରଣ: ଶୁଖିଗଲାଣି ସୋନ ନଈ, ଚାଷ ପାଇଁ ପାଣି ମିଳୁନି
କୁଆମରା: ମୟୂରଭଞ୍ଜଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ଦେଇ ପ୍ରବାହିତ ସୋନ ନଈ ଏବେଠୁ ଶୁଖିଗଲାଣି। ବ୍ଲକ୍ ପାଇଁ ଜୀବନରେଖା ସାଜିଥିବା ନଦୀ ସଂକଟ ଦେଇ ଗତି କରୁଛି। ଯାହାକୁ ନେଇ ପରିବେଶବିତ୍ମାନେ…
Read More »